Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଓଡ଼ିଶାରେ ବନ୍ଦ ହେବ ଗୋହତ୍ୟା, ଆସିବ ଆଇନ

Ritu Das
Browse all articles by Ritu Das
·1 year ago
ଓଡ଼ିଶାରେ ବନ୍ଦ ହେବ ଗୋହତ୍ୟା, ଆସିବ ଆଇନ

ଅର୍ଗସ ବ୍ୟୁରୋ: ଆସାମ ପରି ଓଡ଼ିଶାରେ ମଧ୍ୟ ଗୋମାଂସ ବନ୍ଦ ହେବ। ଗୋହତ୍ୟା ପାଇଁ ଆସିବ ଆଇନ। ଗୋ-ମାଂସ ଏବଂ ଗୋ-ଚାଲାଣ ମଧ୍ୟ ବନ୍ଦ ହେବ। ବିଭିନ୍ନ କ୍ଷେତ୍ରକୁ ବିଚାର କରି ଗୋ ହତ୍ୟା ରୋକିବାକୁ ପଦକ୍ଷେପ ନିଆଯାଉଛି । ଏନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ ହୋଇଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। 

ଗୋହତ୍ୟା ଓ ଗୋଚାଲାଣ ରୋକା ଯାଇ ଗୋ ବଂଶ ବୃଦ୍ଧି ହେବ । ଯେଉଁମାନେ ଗୋ ଚାଲାଣ କରୁଛନ୍ତି, ସେମାନଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cow slaughter | Argus News