Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପାରାଦୀପ ନୂଆଗଡ ଛକରେ ଜଳିଗଲା ବାଣ ଦୋକାନ

Manini Pattanayak
Browse all articles by Manini Pattanayak
·2 years ago
ପାରାଦୀପ ନୂଆଗଡ ଛକରେ ଜଳିଗଲା ବାଣ ଦୋକାନ

ଜଗତସିଂହପୁର: ପାରାଦୀପ ନୂଆଗଡ ଛକରେ ଜଳିଗଲା ବାଣ ଦୋକାନ। ବିଳମ୍ବିତ ରାତିରେ ଘଟିଛି ଅଘଟଣ। ଜଳିଗଲା ଲକ୍ଷାଧିକ ଟଙ୍କାର ବାଣ। ତେବେ ଦୋକାନ ଭିତରେ ଚାରିଜଣ ଶୋଇଥିବା ବେଳେ ସମସ୍ତେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି ।

ସୂଚନା ଅନୁସାରେ ବିଳମ୍ବିତ ରାତିରେ କେଉଁ କାରଣ ପାଇଁ ଏଭଳି ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇ ପାରିନି । ଅଗ୍ନିକାଣ୍ଡ ଘଟିବା ପରେ ଅଗ୍ନିଶମ ବାହିନି ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ସୁଦ୍ଧା ସମସ୍ତ ବାଣ ପୋଡ଼ି ନଷ୍ଟ ହୋଇଯାଇଥିଲା।

 ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cracker shop burnt down in Paradip Nuagadh Street | Argus News