Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ; ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତ ରୂପ

Odisha

ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ; ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତ ରୂପ

Swayangprajna Mishra
Browse all articles by Swayangprajna Mishra
·2 years ago
ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସୃଷ୍ଟି ; ଆସନ୍ତାକାଲି ସୁଦ୍ଧା ନେଇପାରେ ଅବପାତ ରୂପ

ଅର୍ଗସ ବ୍ୟୁରୋ : କାଲିର ଲଘୁଚାପ କ୍ଷେତ୍ର ଆଜି ସୁଦୃଶ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହୋଇଛି ସଦୃଶ ଲଘୁଚାପ । ଆସନ୍ତାକାଲି ସୁଦ୍ଧା ସୁଦୃଶ ଲଘୁଚାପ ଅବପାତର ରୂପ ନେଇପାରେ । ପରବର୍ତ୍ତୀ ୪୮ ଘଣ୍ଟାରେ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ।ଅବପାତ ପରେ ହିଁ ବାତ୍ୟାର ରୂପରେଖ କଣ ହେବ ସେନେଇ ସ୍ପଷ୍ଟ କରାଯିବ। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ମନା କରାଯାଇଛି । ତେବେ ଓଡିଶା ପ୍ରତି ବିପଦ ନଥିବା କହିଛି ପାଣିପାଗ ବିଭାଗ

ଅଧିକ ପଢନ୍ତୁ : ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ; ୭ ଜିଲ୍ଲାକୁ ସତର୍କ ସୂଚନା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
creating visible low pressure areas; Precipitation may take form by tomorrow | Argus News