Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

Banajyotshna Ray
Browse all articles by Banajyotshna Ray
·2 years ago
କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ

ଅର୍ଗସ ବ୍ୟୁରୋ:  କୋକେନ ଜବତ ଜାହାଜରୁ ଡେଇଁ କ୍ରିୟୁ ମେମ୍ବରଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ପୋର୍ଟ ମେଡିକାଲରେ ଭର୍ତି  । କୋକେନ ଜବତ ଘଟଣାରେ ଅଟକ ଥିଲେ କ୍ରିୟୁ ସଦସ୍ୟ । ସଦସ୍ୟ ଜଣ ଭିଏତନାମ୍‌ ର ନାଗରିକ ବୁଇ କଂ ହୁ ହୋଇଥିବା ବେଳେ ଦେବୀ ଜାହାଜରେ ପିଆଇସିଟି କମ୍ପାନୀର ବର୍ଥକୁ ପଣ୍ୟ ନେବାପାଇଁ ଆସିଥିଲା ଏହି ଜାହାଜ ।

ଗତ ଡିସେମ୍ବର 1 ତାରିଖରେ ଜାହାଜରୁ 220 କୋଟି ଟଙ୍କାର କୋକେନ ଜବତ ହେବାପରେ ଏବେ 21 କ୍ରିୟୁ ମେମ୍ବରଙ୍କୁ ଅଟକ ରଖାଯିବା ସହ ଜାହାଜକୁ ଜବତ କରିଛି କଷ୍ଟମ ବିଭାଗ  ।  ତେବେ କଷ୍ଟମ ବିଭାଗ ଜାହାଜକୁ ଆଙ୍କରେଜ୍ ଏରିଆରେ ଯାଇଥିବା ବେଳେ କିଭଳି  କ୍ରିୟୁ ମେମ୍ବର ଜଣକ ସମୁଦ୍ର ଭିତରକୁ ଡେଇଁଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Crew members suicide attempt by jumping off ship seized with cocaine | Argus News