Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ଭିତିରି କଥା

Odisha

ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ଭିତିରି କଥା

Smruti Parija
Browse all articles by Smruti Parija
·1 year ago
ସାମ୍ନାକୁ ଆସିଲା ବିଜେଡି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ଭିତିରି କଥା

ଅର୍ଗସ ବ୍ୟୁରୋ: ସାମ୍ନାକୁ ଆସିଛି ବିଜେଡି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିର ଭିତିରି କଥା । କାରଣ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ୨୦୨୩ ଶ୍ବେତପତ୍ର କହୁଛି ରାଜ୍ୟରେ ଅପରାଧିକ ମାମଲାର ଗ୍ରାଫ ବଢ଼ିବାରେ ଲାଗିଛି । ତଥ୍ୟ ଅନୁଯାୟୀ ୨୦୨୧ରେ ୧,୫୫,୪୨୦, ୨୦୨୨ରେ ୧, ୭୮, ୧୯୦ଟି  ଧର୍ତ୍ତବ୍ୟ ଅପରାଧ ମାମଲା ସାମ୍ନାକୁ ଆସିଥିବା ବେଳେ ଏବେ ଏହି ସଂଖ୍ୟା ୧ ଲକ୍ଷ ୯୯ ହଜାର ୯୫୪ରେ ପହଞ୍ଚିଛି । 

୨୦୨୩ରେ ୨୮୨୬ଟି ଦୁଷ୍କର୍ମ , 1362 ଟି  ହତ୍ୟା, 370ଟି  ଡକାୟତି, 2961 ଟି ଲୁଣ୍ଠନ, 1655 ଟି ଦଙ୍ଗା ହୋଇଥିବା ଶ୍ବେତପତ୍ରରେ  ଉଲ୍ଲେଖ। ୨୦୨୩ ମସିହାରେ ୪୨ ଥର ହିନ୍ଦୁ-ମୁସଲିମଙ୍କ ମଧ୍ୟରେ ବିଦ୍ବେଷ ଦେଖାଦେଇଥିବା ବେଳେ ୬ ଥର ହିନ୍ଦୁ-ଖ୍ରୀଷ୍ଟିୟାନ ବିଦ୍ବେଷ ଦେଖାଦେଇଥିଲା ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
criminal-cases-increasing-day-by-day-in-state | Argus News