ଦୟା ନଦୀରେ କୁମ୍ଭୀର ଆତଙ୍କ, ଲୋକେ ଭୟଭୀତ
·1 year ago

ଅର୍ଗସ ବ୍ୟୁରୋ: ପିପିଲିରେ କୁମ୍ଭୀର ଭୟ । ପିପିଲି କଣ୍ଟି ନିକଟ ଦୟା ନଦୀରେ କୁମ୍ଭୀର ଦେଖିବାକୁ ମିଳିଛି। ବନ ବିଭାଗ ପାଖରେ ଖବର ନଥିବା ସୂଚନା । ପ୍ରଥମ ଥର ପିପିଲି ଅଂଚଳରେ କୁମ୍ଭୀର ଦେଖି ଭୟଭୀତ ନଦୀ କୁଳବର୍ତ୍ତୀ ଅଂଚଳର ଲୋକେ । ନଦୀ ଭିତରକୁ କେହି ନ ଯିବା ପାଇଁ ସ୍ଥାନୀୟ ଲୋକମାନଙ୍କ ନିବେଦନ । ଯେଉଁଭଳି ଭାବରେ ନଦୀରେ କୁମ୍ଭୀର ରହିଛି ନଦୀ ପାଖାପାଖି କୌଣସି ବି ଲୋକ ସେଠାକୁ ନଯାଆନ୍ତୁ ବୋଲି ନିବେଦନ କରାଯାଇଛି। କାହିଁକି ନା ସେହି କୁମ୍ଭୀରଟି ସେହିଠାରେ ରହିଛି। ନଦୀକୂଳିଆ ଲୋକମାନେ ଭୟଭୀତ ଥିବା ଜଣାପଡିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: