Videos
|
Odisha

ବାଲେଶ୍ବରରେ ସକାଳ ୬ରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ

Swayangprajna Mishra
Browse all articles by Swayangprajna Mishra
·2 years ago
ବାଲେଶ୍ବରରେ ସକାଳ ୬ରୁ ଦିନ ୧୨ଟା ଯାଏଁ କର୍ଫ୍ୟୁ କୋହଳ

ବାଲେଶ୍ବର : ବାଲେଶ୍ବରରେ ସୁଧୁରୁଛି ସ୍ଥିତି । ସକାଳ 6ରୁ ଦିନ 12ଟା ଯାଏ କର୍ଫ୍ୟୁ କୋହଳ କରାଯାଇଛି । 6 ଘଣ୍ଟା ପାଇଁ ଖୋଲିଛି ଦୋକାନ, ବଜାର । ଏବେବି ବନ୍ଦ ରହିଛି ଇଣ୍ଟରନେଟ୍ ସେବା । ଗୋଷ୍ଠୀ ସଂଘର୍ଷ ଘଟଣାରେ ଗିରଫ ହେଲେଣି 45 ଜଣ । ଗତକାଲି ମଧ୍ୟ ୪ ଘଣ୍ଟା ପାଇଁ କୋହଳ ରହିଥିଲା କର୍ଫ୍ୟୁ ।

ଅଧିକ ପଢନ୍ତୁ : ବାଲେଶ୍ବରରେ ଆଜି ୪ ଘଣ୍ଟା ପାଇଁ କୋହଳ ରହିବ କର୍ଫ୍ୟୁ

ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ କୋହଳ ରହିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ର ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Curfew relax in Balasore from 6 am to 12 pm | Argus News