Videos
|
Odisha

କଟକ ଓ ସମ୍ବଲପୁର ସହର ମହାନଦୀରେ ହେବ ରିଭର ଫ୍ରଣ୍ଟ

Banajyotshna Ray
Browse all articles by Banajyotshna Ray
·1 year ago
କଟକ ଓ ସମ୍ବଲପୁର ସହର ମହାନଦୀରେ ହେବ ରିଭର ଫ୍ରଣ୍ଟ

ଅର୍ଗସ ବ୍ୟୁରୋ:  କଟକ ଓ ସମ୍ବଲପୁର ସହର ମହାନଦୀରେ ହେବ ରିଭର ଫ୍ରଣ୍ଟ। ସାବରମତୀ ଢାଞ୍ଚାରେ ହେବ ମହାନଦୀ ରିଭର ଫ୍ରଣ୍ଟ। କଟକ ବାଲିଯାତ୍ରାରେ ଏହି ବଡ଼ ଘୋଷଣା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।  ମୋହନ ମାଝୀ କହିଛନ୍ତି ମହାନଦୀ ରିଭରଫ୍ରଣ୍ଟ ପାଇଁ ବଜେଟ୍‌ରେ ସରକାର 50 କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି । ଏହାକୁ ବୃଦ୍ଧି କରାଯାଇ 200 କୋଟି କରାଯିବ। କଟକ ବାଲିଯାତ୍ରାକୁ ଅନ୍ତର୍ଜାତୀୟ ସ୍ତରର କରିବାକୁ ସରକାର ବଦ୍ଧପରିକର। କଟକକୁ ଆଗାମୀ ଦିନରେ ସ୍ମାର୍ଟସିଟି କରାଯିବ। କଟକକୁ ସ୍ମାର୍ଟସିଟି କରିବାରେ କୌଣସି ପ୍ରତିବନ୍ଧକ ରହିବନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Cuttack and Sambalpur city will have river fronts on Mahanadi | Argus News