Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା

Odisha

ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା

Banajyotshna Ray
Browse all articles by Banajyotshna Ray
·1 year ago
ବଦଳିଲେ କଟକ-ଭୁବନେଶ୍ୱର ପୋଲିସ କମିଶନର ସଞ୍ଜୀବ ପଣ୍ଡା

ଅର୍ଗସ ବ୍ୟୁରୋ:  ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ। ବଦଳିଲେ କଟକ-ଭୁବନେଶ୍ବର ପୋଲିସ କମିଶନର ସଞ୍ଜୀବ ପଣ୍ଡା। ସଞ୍ଜୀବ ପଣ୍ଡା ହେଲେ ଏଡିଜି ଟ୍ରେନିଂ, BPSPA ନିର୍ଦ୍ଦେଶକ। ସୁରେଶ ଦେବଦତ୍ତ ସିଂ ହେଲେ ନୂଆ ପୋଲିସ କମିଶନର। ଉମାଶଙ୍କର ଦାସ ହେଲେ ଅତିରିକ୍ତ ପୋଲିସ କମିଶନର। ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ADGP ଆଧୁନିକିକରଣ ଦାୟିତ୍ବ। ସେହିପରି ଏ. କେ. ରୟ ହେଲେ ଜେଲ ବିଭାଗ ଡିଜି, ଏସ ଏମ ନରଭଣେ ହେଲେ ପ୍ରିଣ୍ଟିଂ,ଷ୍ଟେସନାରୀ ଓ ପବ୍ଲିକେଶନର ନିର୍ଦ୍ଦେଶକ, ଅରୁଣ ବୋଥ୍ରା ହେଲେ ADGP,ରେଳ ଓ ଉପକୂଳ ସୁରକ୍ଷା, ସଞ୍ଜୟ କୁମାର କୌଶଲ ହେଲେ IGP, ଭିଜିଲାନ୍ସ ପ୍ରତିଷ୍ଠାନ, ପ୍ରକାଶ ଆର୍ ହେଲେ କ୍ରାଇମବ୍ରାଞ୍ଚ ଡିଆଇଜି। ସେହିପରି ପିନାକ ମିଶ୍ର ହେଲେ ଭୁବନେଶ୍ବର ଡିସିପି, ପ୍ରତୀକ ସିଂ ହେଲେ କଟକ ଏସପି, ରାହୁଲ ଜୈନ ହେଲେ ଅନୁଗୋଳ ଏସପି, ବିନୀତ ଅଗ୍ରୱାଲ୍ ହେଲ ପୁରୀ ଏସପି..।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cuttack-Bhubaneswar Police Commissioner Sanjeeb Panda replaced | Argus News