Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Building Collapse / କଟକରେ ବଡ଼ ଅଘଟଣ, ଭୁଶୁଡ଼ିଲା ପୁରୁଣା କୋଠା; ଚାଲିଗଲା ୩ ଜୀବନ

Santosh Kumar Sahoo
Browse all articles by Santosh Kumar Sahoo
·8 months ago
କଟକରେ ବଡ଼ ଅଘଟଣ, ଭୁଶୁଡ଼ିଲା ପୁରୁଣା କୋଠା; ଚାଲିଗଲା ୩ ଜୀବନ

Key Points

କଟକ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ
ପୁରୁଣା କୋଠାଘର ଭୁଶୁଡ଼ି ୩ ଜଣ ଗୁରୁତର
ଜାରି ରହିଛି ଉଦ୍ଧାର କାର୍ଯ୍ୟ
ଗୋଟିଏ ପଟେ କଟକରେ ବାଲିଯାତ୍ରା ଧୁମଧାମ୍‌ରେ ଚାଲୁଥିବା ବେଳେ ଅନ୍ୟପଟେ କଟକ ବକ୍ସିବଜାର ଅଞ୍ଚଳରେ ବଡ଼ ଅଘଟଣ ଘଟିଛି । ପୁରୁଣା କୋଠାଘର ଭୁଶୁଡ଼ି ୩ ଜଣ ଗୁରୁତର ହୋଇଛନ୍ତି । ସେହିପରି କୋଠା ଘର ଭୁଶୁଡ଼ି ପଡ଼ିବାରୁ ଜଣେ ମହିଳା ଓ ଜଣେ ଶିଶୁ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ପୋଲିସ ଲାଇନ୍ ସ୍ଥିତ ହାତୀବନ୍ଧୁ ସ୍କୁଲ ନିକଟ କୋଠା ଭୁଶୁଡ଼ି ପଡିଛି । ଅଗ୍ନିଶମ ବାହିନୀ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ କେଉଁ କାରଣ ପାଇଁ କୋଠା ଘରଟି ଭୁଶୁଡ଼ି ପଡ଼ିଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Cuttack Buxibazar House Collapses, Several Injured | Argus News