ମୋ ବସରେ ଲାଗିଲା ନିଆଁ, ସମସ୍ତ ଯାତ୍ରୀ ସୁରକ୍ଷିତ
·2 years ago

ଅର୍ଗସ ବ୍ୟୁରୋ: ମୋ ବସରେ ନିଆଁ । ରାସ୍ତା ଉପରେ ହୁତୁହୁତୁ ହେଇ ଜଳିଗଲା ମୋ ବସ । କଟକ ସିଡିଏ ସେକ୍ଟର 9ରେ ଘଟିଛି ଘଟଣା । ନିଆଁକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ । ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି । ନିଆଁ ଲାଗିବାର କାରଣ ଅସ୍ପଷ୍ଟ ରହିଛି । ଗାଡିଟି ସମ୍ପୁର୍ଣ୍ଣ ଭାବେ ଜଳିଯାଇଛି। ଗାଡିରେ ନିଆଁ ଲାଗିବା କ୍ଷଣି ସମସ୍ତ ଯାତ୍ରୀଙ୍କୁ ବାହାରକୁ ଅଣାଯାିଥିଲା।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: