Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସାଇକେଲ ଯାତ୍ରା 

Manini Pattanayak
Browse all articles by Manini Pattanayak
·2 years ago
ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସାଇକେଲ ଯାତ୍ରା 

ମାଲକାନଗିରି:  ପୋଲାଭରମ ପ୍ରକଳ୍ପକୁ ବିରୋଧ କରି ସାଇକେଲ ଯାତ୍ରା । ମୋଟୁରୁ ପୁରୀ ଯାଏ ସାଇକେଲରେ ଯାତା ଆରମ୍ଭ କଲେ ମାଲକାନଗିରି ବାର ଆସୋସିଏସନ ସଭାପତି ଲମ୍ବୋଦର ତୁରୁକ । ପୋଲାଭରମ ପ୍ରକଳ୍ପ ହେଲେ ବୁଡ଼ିବ ମୋଟୁ ଅଞ୍ଚଳ ।

ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମିତ ପୋଲାଭରମ ହେଲେ ପ୍ରଭାବିତ ହେବ ମାଲକାନଗିରି ଜିଲ୍ଲା । ମୋଟୁ ସହ ଅନେକ ଗାଁ ବୁଡ଼ିବାର ଆଶଙ୍କା ରହିଛି । ଯାହାକୁ ନେଇ ପ୍ରତିବାଦ କରି ଆସୁଛି ପୋଲାଭରମ ବିରୋଧୀ ମଞ୍ଚ । ଏବେ ଲୋକଙ୍କୁ ଏନେଇ ସଚେତନ କରିବାକୁ ସାଇକଲରେ ପ୍ରତିବାଦ ଯାତ୍ରା ଆରମ୍ଭ କରିଛନ୍ତି ଲମ୍ବୋଦର ତୁରୁକ । 
ଅଧିକ ପଢନ୍ତୁ  ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Cycle march against the Polavaram project | Argus News