ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀ ମୃତ
·2 years ago

ଅର୍ଗସ ବ୍ୟୁରୋ: 16 ନଂ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କର ମୃତ୍ୟୁ ହୋଇଛି। ଜଣେ ଵ୍ୟକ୍ତି ସାଇକେଲ ଯୋଗେ ଭଦ୍ରକ ଆସୁଥିବା ବେଳେ ଗେଲପୁର ଛକ ନିକଟରେ ଅଜଣା ଗାଡି ତାଙ୍କ ଉପରେ ଚଢି ପଳାଇଯାଇଥିଲା।
ତେବେ ମୃତକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ଘଟଣାସ୍ଥଳରେ ଗ୍ରାମାଞ୍ଚଳ ପୋଲିସ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: