Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ

Swayangprajna Mishra
Browse all articles by Swayangprajna Mishra
·1 year ago
ଦାନା ପ୍ରଭାବ ; ରାତିରେ ଶୋଇଥିବା ବେଳେ ପଡିଲା ଗଛ, ୧ଗୁରୁତର ଆହତ

ବାଲେଶ୍ବର : ବାତ୍ୟା ଦାନା ପ୍ରଭାବରେ ପ୍ରବଳ ପବନ ଯୋଗୁଁ ଘର ଉପରେ ଭାଙ୍ଗି ପଡ଼ିଲା ଗଛ,ଜଣେ ଗୁରୁତର ଆହତ । ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ବାଲିଆପାଳ ବ୍ଲକ ଚୈ।ମୁଖ ଗ୍ରାମରେ ଅଘଟଣ ।

ଅଧିକ ପଢନ୍ତୁ : speed 10; ସ୍କ୍ରୋଲ୍ କରନ୍ତୁ... ଖବର ପଢନ୍ତୁ...

ଗ୍ରାମର ଶତୃଘନ ପାତ୍ରଙ୍କ ଘର ଉପରେ ଭାଙ୍ଗି ପଡ଼ିଲା ନଡ଼ିଆ ଗଛ, ଶତୃଘନ ଙ୍କ ସାନଭାଇ ତପନ ପାତ୍ର ଗୁରୁତର ଆହତ ହୋଇଛନ୍ତି । ତପନ ରାତିରେ ଶୋଇଥିବା ବେଳେ‌ ତାଙ୍କ ଶୋଇଥିବା ଘର ଉପରେ ଗଛ ଭାଙ୍ଗି ପଡିଥିଲା ।ପରିବାର ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
cyclone effect; A tree fell while sleeping at night, 1 seriously injured | Argus News