Cyclone Montha / ବାତ୍ୟା ପାଇଁ କୋଣାର୍କ ଏକ୍ସପ୍ରେସ୍ ସହ ୪୨ ଟ୍ରେନ୍ ବାତିଲ୍, ପ୍ରଭାବିତ ଷ୍ଟେସନର ହେଲ୍ପଲାଇନ୍ ନମ୍ବର ଜାରି
·8 months ago·2 min read

Key Points
'ମୋନ୍ଥା' ପାଇଁ ୪୨ଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି । ବାତ୍ୟା ପ୍ରଭାବିତ ରୁଟ୍ରେ ୮ଟି ଟ୍ରେନ୍ର ସମୟରେ ପରିବର୍ତ୍ତନ ହୋଇଛି । କୋଣାର୍କ ଏକ୍ସପ୍ରେସ୍ (୧୧୦୨୦)କୁ ଆଜି ପାଇଁ ବାତିଲ କରାଯାଇଛି ।
ଭୁବନେଶ୍ଵର: ଭୀଷଣ ବାତ୍ୟା 'ମୋନ୍ଥା' ସ୍ଥଳଭାଗ ମୁହାଁ ହୋଇଛି । 'ମୋନ୍ଥା' ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହ ଦକ୍ଷିଣ ଓଡ଼ିଶାରେ ବର୍ଷା ସହ ପବନ ଲାଗି ରହିଛି । ବାତ୍ୟା ସମୟରେ ଟ୍ରେନ୍ ଯାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେଇଛି ରେଳବାଇ ।
'ମୋନ୍ଥା' ପାଇଁ ୪୨ଟି ଟ୍ରେନ୍କୁ ସମ୍ପୂର୍ଣ୍ଣ ବାତିଲ କରାଯାଇଛି । ୨ଟି ଟ୍ରେନ୍ର ଗତିପଥ ପରିବର୍ତ୍ତନ କରାଯାଇଥିବା ବେଳେ ୫ଟି ଟ୍ରେନ୍ ଆଂଶିକ ବାତିଲ ହୋଇଛି । ବାତ୍ୟା ପ୍ରଭାବିତ ରୁଟ୍ରେ ୮ଟି ଟ୍ରେନ୍ର ସମୟରେ ପରିବର୍ତ୍ତନ ହୋଇଛି । କୋଣାର୍କ ଏକ୍ସପ୍ରେସ୍ (୧୧୦୨୦)କୁ ଆଜି ପାଇଁ ବାତିଲ କରାଯାଇଛି ।
ଏଥିସହ ପଢ଼ନ୍ତୁ: ସମୁଦ୍ରରେ ବଳ ଗୋଟାଉଛି 'ମୋନ୍ଥା', ନେଲା ଭୀଷଣ ବାତ୍ୟାର ରୂପ
ଟ୍ରେନ୍ରେ ଯାତ୍ରା କରିବାକୁ ଯାତ୍ରୀ ବାହାରିବା ପୂର୍ବରୁ ଟ୍ରେନ୍ର ସ୍ଥିତି ଦେଖିନେବାକୁ ରେଲୱେ ପକ୍ଷରୁ କୁହାଯାଇଛି । ବାତ୍ୟା 'ମୋନ୍ଥା' ପାଇଁ ଖୋର୍ଦ୍ଧା ରୋଡ୍ ଡିଭିଜନ ପକ୍ଷରୁ ବିଭିନ୍ନ ଷ୍ଟେସନରେ ହେଲ୍ପଡେସ୍କ ଖୋଲାଯାଇଛି । ପଲାସା, ଖୋର୍ଦ୍ଧା ରୋଡ୍ ଓ ଭୁବନେଶ୍ଵର ରେଳ ଷ୍ଟେସନରେ ଖୋଲିଛି ହେଲ୍ପଡେସ୍କ ।
ୱାଲଟିୟର ଡିଭିଜିନ ପକ୍ଷରୁ ବିଶାଖାପାଟଣା, ବିଜୟନଗରମ, ଶ୍ରୀକାକୁଲମ ରୋଡ୍ ଡୁଭାଡା ଓ ରାୟଗଡ଼ା ଷ୍ଟେସନରେ ମଧ୍ୟ ହେଲ୍ପଡେସ୍କ ଖୋଲାଯାଇଛି । ଏନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।
ଏଥିସହ ପଢ଼ନ୍ତୁ: ଯାତ୍ରୀମାନେ ଧ୍ୟାନ ଦିଅନ୍ତୁ, ପୂର୍ବ ନିର୍ଦ୍ଧାରିତ ଭାବେ ୪୩ରୁ ୧୪ ଟ୍ରେନ ସମୟରେ ଚାଲିବ
ଷ୍ଟେସନ ପାଇଁ ହେଲ୍ପ ଲାଇନ୍
ବିଶାଖାପାଟଣା: 0891-2746330, 0891-2744619
ବିଜୟନଗରମ: 08922-221202
ଶ୍ରୀକାକୁଲମ ରୋଡ୍: 08942-286213, 08942-286245
ଡୁଭାଡା: 0891-2883456
ରାୟଗଡ଼ା: 0891-2885744, 0891-2885755
ନୂଆପଡ଼ା: 0891-2885937
ଅରାକୁ: 08936-249832
କୋରାପୁଟ: 0891-2884318, 0891-2884319
ଜଗଦଲପୁର: 0891-2884714,0891-2884715
ବୋବ୍ବିଲି: 0891-2883323, 0891-2883325
ବାତ୍ୟା ପାଇଁ ଟ୍ରେନ୍ ବାତିଲ
-ଟ୍ରେନ ନମ୍ବର 18516 କିରନଡୁଲରୁ ବିଶାଖାପାଟଣା(KRDL-VSKP Express) ଏକ୍ସପ୍ରେସ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 58501 ବିଶାଖାପାଟନାରୁ କିରନଡୁଲ (VSKP-KRDL Pass) ପାସେଞ୍ଜର ଟ୍ରେନ ଚଳାଚଳ (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58502 କୋଣ୍ଡ୍ରାପୋଲରୁ ବିଶାଖାପାଟଣା (KRDL-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58538 ବିଶାଖାପାଟଣାରୁ କୋରାପୁଟ ( VSKP-KRPU) ଟ୍ରେନ ଚଳାଚଳ (28.10.2025) ପାଇଁ ବାତିଲ କରାଯାଇଛି ।
-ଟ୍ରେନ ନମ୍ବର 58537 କୋରାପୁଟରୁ ବିଶାଖାପାଟଣା (KRPU-VSKP pass) ପାସେଞ୍ଜର ଟ୍ରେନ ଚଳାଚଳ (28 ଅକ୍ଟୋବର) ବନ୍ଦ ରହିବ ।
-ଟ୍ରେନ ନମ୍ବର 18511 କୋରାପୁଟରୁ ବିଶାଖାପାଟଣା (KRPU- VSKP) ଯିବାକୁ ଥିବା ଏକ୍ସପ୍ରେସ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 67285 ରାଜମୁନ୍ଦ୍ରୀରୁ ବିଶାଖାପାଟଣା (RJY-VSKP MEMU) ମେମୁ ଟ୍ରେନ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 67286 ବିଶାଖାପାଟଣାରୁ ରାଜମୁନ୍ଦ୍ରୀ (VSKP-RJY MEMU) ମେମୁ ଟ୍ରେନ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 17268 ବିଶାଖାପାଟଣାରୁ କାକିନାଡା (VSKP- COA EXP) ଏକ୍ସପ୍ରେସ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 08584 ତିରୁପତିରୁ ବିଶାଖାପାଟଣାକୁ (TPTY-VSKP) ଯିବାକୁ ଥିବା ଟ୍ରେନ (28.10.2025) ଚଳାଚଳ ବନ୍ଦ ରହିବ ।
-ଟ୍ରେନ ନମ୍ବର 22875 ବିଶାଖାପାଟଣାରୁ ଗୁଣ୍ଟୁରକୁ (VSKP- GNT DOUBLE DECKER) ଡବଲ ଡେକର ଟ୍ରେନ (28.10.2025) ଚଳାଚଳ ବନ୍ଦ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories