ସମ୍ବଲପୁର: ସଦର ମେଡିକାଲରେ ୨ ଡାକ୍ତରଙ୍କ ଦାଦାଗିରି
·2 years ago

ଅର୍ଗସ ବ୍ୟୁରୋ: ସମ୍ବଲପୁରରେ ସଦର ମେଡିକାଲରେ ୨ ଡାକ୍ତରଙ୍କ ଦାଦାଗିରି । ହଠାତ୍ କେହି କିଛି ଭାବିବା ପୂର୍ବରୁ CDMO ଅଫିସରେ ପଶିଲେ, ଭଙ୍ଗାରୁଜା କଲେ । ଏଥିସହ CDMO ଅଫିସର ୨ ଜଣ କର୍ମଚାରୀ ପ୍ରଶାନ୍ତ ମିଶ୍ର ଓ ଶୁକଦେବ ଦେବଗନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ତେବେ CDMO ଅଫିସରେ ପଶି ଦୁଇ ଡାକ୍ତରଙ୍କ ଏଭଳି ଉତ୍ପାତ ପଛର କାରଣ ଅସ୍ପଷ୍ଟ ରହିଛି । ପୂର୍ବରୁ କିଛି ଶତ୍ରୁତା ରହିଥାଇପlରେ ବୋଲି କହିଛନ୍ତି ସିଡିଏମଓ । ଏଘଟଣାରେ ଅଧିକ ତଦନ୍ତ ଜାରି ରହିଛି।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: