Videos
|
Odisha

ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ, ୬୦୦ କୋଟିର କ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା

Banajyotshna Ray
Browse all articles by Banajyotshna Ray
·1 year ago
ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ, ୬୦୦ କୋଟିର କ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା

ଅର୍ଗସ ବ୍ୟୁରୋ:  ଆସିଲା ବାତ୍ୟା `ଦାନା'ର କ୍ଷୟକ୍ଷତି ରିପୋର୍ଟ । ୬୦୦ କୋଟିର କ୍ଷତି ନେଇ ରାଜସ୍ବ ମନ୍ତ୍ରୀଙ୍କ ସୂଚନା । ବାତ୍ୟାରେ ୧୪ ଜିଲ୍ଲା ପ୍ରଭାବିତ । ଅଧିକ ପ୍ରଭାବିତ ୩ ଜିଲ୍ଲା- ଭଦ୍ରକ, କେନ୍ଦ୍ରାପଡ଼ା, ବାଲେଶ୍ବର । ଜିଲ୍ଲାପାଳମାନେ ଦେଲେ ରିପୋର୍ଟ । ଗତ କିଛି ଦିନ ତଳେ ଓଡିଶାରେ ଦେଖିବାକୁ ମିଳିଥିଲା ବାତ୍ୟା 'ଦାନା'ର ପ୍ରଭାବ। ଏହାର ପ୍ରଭାବରେ ରାଜ୍ୟର ଅନେକ ସ୍ଥାନ ପ୍ରଭାବିତ ହୋଇଥିଲା। ଅଧିକ ପ୍ରଭାବିତ ହୋଇଥିଲା ଭଦ୍ରକ, କେନ୍ଦ୍ରାପଡା ଏବଂ ବାଲେଶ୍ୱର ଜିଲ୍ଲା। ବର୍ତ୍ତମାନ ୬୦୦ କୋଟିର କ୍ଷତି ହୋଇଛି ବୋଲି ରାଜସ୍ୱ ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Damage report of cyclone ``Dana'', revenue minister's information about the loss of 600 crores | Argus News