Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

 ଭିମସାରରୁ ଆସିଲା ସାଂଘାତିକ ଚିତ୍ର, ସିକ୍ୟୁରିଟି ଗାର୍ଡ ମାପୁଛି ରକ୍ତଚାପ

Manini Pattanayak
Browse all articles by Manini Pattanayak
·2 years ago
 ଭିମସାରରୁ ଆସିଲା ସାଂଘାତିକ ଚିତ୍ର, ସିକ୍ୟୁରିଟି ଗାର୍ଡ ମାପୁଛି ରକ୍ତଚାପ

ସମ୍ବଲପୁର:  ବୁର୍ଲା ଭିମସାରରେ ରୁ ଆସିଲା ସ୍ଵାସ୍ଥ୍ୟ ସେଵାର ବିକଳ ଚିତ୍ର । ଭିମସାର ବଡ ମେଡିକାଲ ରକ୍ତଚାପ ମାପୁଛନ୍ତି ସୁକ୍ୟିରିଟି ଗାର୍ଡ । ଭିମସାର କ୍ୟାନ୍ସର ଓ୍ବାର୍ଡରେ ଏଭଲି ଦୃଶ୍ୟ ସାମ୍ନାକୁ ଆସିଛି । ହସ୍ପିଟାଲ ସୁରକ୍ଷା ଦ୍ଵାୟିତ୍ବରେ ଥିବା ଜଣେ ଘରୋଇ ସଂସ୍ଥାର ସିକ୍ୟୁରିଟି ଗାର୍ଡ ରୋଗୀଙ୍କ ରକ୍ତ ଚାପ ମାପୁଥିବା ଦେଖିବାକୁ ମିଳିଛି ।

ଯାହାକି ଫାର୍ମାସିସ କିମ୍ବା ନର୍ସିଂ ଅଫିସର ଏହା ମାପ କରିଥାନ୍ତି ।  ଏ ଚିତ୍ର ଦେଖିଲା ପରେ  ସ୍ବାସ୍ଥ୍ୟ ବିଭାଗ ଅସଲ ଚିତ୍ର ପଦାରେ ପଡିଛି ।  
 ଅଧିକ ପଢନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deadly footage from Vimsar, security guard check blood pressure | Argus News