ଚିକିତ୍ସାଧୀନ ହାତୀର ମୃତ୍ୟୁ
·2 years ago

ଅର୍ଗସ ବ୍ୟୁରୋ: ଚିକିତ୍ସାଧୀନ ଦନ୍ତା ହାତୀର ମୃତ୍ୟୁ, ଦୀର୍ଘ ୧୦ଦିନ ହେବ ଅସୁସ୍ଥ ହୋଇ ରଣପୁର କାଞ୍ଚନ ପୁର ଜଙ୍ଗଲରେ ଘୁରିବୁଲୁଥିଲା। ତେବେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ବନବିଭାଗ ଚିକିତ୍ସା କରୁଥିଲା।
କିନ୍ତୁ ୩ଦିନ ହେବ ଚିକିତ୍ସା ଚାଲିଥିବା ଦନ୍ତା ହାତୀର ଆଜି ମୃତ୍ୟ ହୋଇଥିବା ସୂଚନା ମିଳିଛି l ହାତୀର ମୃତ୍ୟୁ ପାଇଁ ବନବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ।
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: