Videos
|
Odisha

ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଅର୍ଗସ ବ୍ୟୁରୋ:  ଆଜି ରାଜନାଥ ସିଂହଙ୍କ ନୟାଗଡ଼ ରଣପୁର ଗସ୍ତ । ଆଜି ରଣପୁର ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ 5ଟାରେ ରଣପୁରର ପଞ୍ଚୁଦୋଳ ପଡ଼ିଆରେ ଜନସମାବେଶକୁ ସମ୍ବୋଧନ କରିବେ ରାଜନାଥ ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Defence Minister Rajnath Singh will visit nayagarh Raipur today | Argus News