Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡୁ ବର୍ଜନ କରି ସଫେଇ କର୍ମଚାରୀଙ୍କ ଗର୍ଜନ 

Manini Pattanayak
Browse all articles by Manini Pattanayak
·2 years ago
ଝାଡୁ ବର୍ଜନ କରି ସଫେଇ କର୍ମଚାରୀଙ୍କ ଗର୍ଜନ 

ଭୁବନେଶ୍ୱର:  ଝାଡୁ ବର୍ଜନ କରି ରାଜମହଲ ଓଭରବ୍ରିଜ୍ ତଳେ ଶହ ଶହ ସଫେଇ କର୍ମଚାରୀଙ୍କ ଗର୍ଜନ । ଦରମା ବୃଦ୍ଧି ପାଇଁ ଅନେକ ଦିନରୁ BMC ନିକଟରେ ଦାବି ଜଣାଇ ଆସୁଥିବାବେଳେ ଦାବି ପୂରଣ ହେଉନି । ଯାହାର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ । ଭୁବନେଶ୍ବରର ପ୍ରାୟ ସମସ୍ତ ୱାର୍ଡରେ ସଫେଇ କାମ ଠପ୍ ହେଇ ରହିଛି ।

ସ୍ଵଳ୍ପ ଦରମାରେ କାମ କରୁଛନ୍ତି ପରିବାର ଚଳେଇବା କଷ୍ଟକର ହେଇପଡୁଛି ବୋଲି ଅଭିଯୋଗ କରିଛନ୍ତି । ସେଥିପାଇଁ ସର୍ବନିମ୍ନ ଦରମା ୧୫୦୦୦କୁ ବୃଦ୍ଧି କରାଯାଉ ବୋଲି ଦାବି ଜଣାଇଛନ୍ତି ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Demands for salary increase have been coming to the BMC for many days, but the demands are not being met | Argus News