ଆଜି କେନ୍ଦ୍ରାପଡା ଗ୍ରସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା
·1 year ago

ଅର୍ଗସ ବ୍ୟୁରୋ: ଆଜି କେନ୍ଦ୍ରାପଡା ଗ୍ରସ୍ତରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା । ଆଜି ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ରାପଡା ଜିଲ୍ଲା ସ୍ତରୀୟ ମହୋତ୍ସବ ଏବଂ ସାଂସ୍କୃତିକ ଉତ୍ସବରେ ଯୋଗ ଦେବେ ଶ୍ରୀମତୀ ପରିଡା । ପ୍ରଥମେ ତୁଳସୀକ୍ଷେତ୍ର ର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀଉ ଙ୍କ ମନ୍ଦିରରେ ପହଞ୍ଚି ଆଶ୍ରିର୍ବାଦ ନେଲେ । ପୂର୍ବସରକାର ରେ ତୁଳସୀକ୍ଷେତ୍ରକୁ ମାତ୍ର ସାଢେ ଦଶ କୋଟି ଟଙ୍କାର ଅନୁଦାନ ମିଳିବା ସହ ଉନ୍ନତିକରଣ ପାଇଁ ଯେଉଁ ଡିପିଆର ପ୍ରସ୍ତୁତ କରାଯାଉଥିଲା, ସେହି ଅନୁଯାଇ କୌଣସି ବି ଉନ୍ନତି କରଣ କରାଯାଇନଥିବାରୁ, ଆଗାମୀ ଦିନରେ କ୍ଷେତ୍ରର ସମ୍ପୂର୍ଣ୍ଣ ଭାବେ ଉନ୍ନତିକରଣ କରାଯିବ ବୋଲି ପର୍ତୁଶ୍ରୁତି ଦେଇଛନ୍ତି ଶ୍ରୀମତୀ ପରିଡା ମହୋଦୟ ।
ଅଧିକ ପଢ଼ନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: