Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ

Swayangprajna Mishra
Browse all articles by Swayangprajna Mishra
·1 year ago
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ବୟାନ, ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ

ଅର୍ଗସ ବ୍ୟୁରୋ : ୧ କୋଟି ଛୁଇଁବ ସୁଭଦ୍ରା ଆବେଦନ। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ। କହିଲେ ଏ ଯାଏଁ ପ୍ରାୟ ୯୨ ଲକ୍ଷ ଲୋକ  ସୁଭଦ୍ରା ପଞ୍ଜିକରଣ କରିସାରିଲେଣି। ଆଉ ସପ୍ତାହକ ଭିତରେ ଆବେଦନ ସଂଖ୍ୟା ୧ କୋଟି ଛୁଇଁବ ।

ଅଧିକ ପଢନ୍ତୁ : ଛତୁଆରେ ଅପମିଶ୍ରଣ କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ

ତେବେ e kyc ପାଇଁ ଟିକେ ସମୟ ଲାଗୁଛି ବୋଲି କହିଛନ୍ତି ପ୍ରଭାତୀ ପରିଡା । ସୁଭଦ୍ରା କୋଟିଏ ଲୋକଙ୍କ ପାଖରେ ପହଁଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ ବୋଲି କହିଛନ୍ତି  ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored