Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଇସ୍ତଫା ଦେଲେ ଉପବାଚସ୍ପତି  ରଜନୀକାନ୍ତ ସିଂ

Odisha

ଇସ୍ତଫା ଦେଲେ ଉପବାଚସ୍ପତି  ରଜନୀକାନ୍ତ ସିଂ

Smruti Parija
Browse all articles by Smruti Parija
·2 years ago
ଇସ୍ତଫା ଦେଲେ ଉପବାଚସ୍ପତି  ରଜନୀକାନ୍ତ ସିଂ

ଭୁବନେଶ୍ୱର: ଇସ୍ତଫା ଦେଲେ ଉପବାଚସ୍ପତି  ରଜନୀକାନ୍ତ ସିଂ । ଇସ୍ତଫା ପତ୍ର ବାଚସ୍ପତିଙ୍କୁ ପ୍ରଦାନ କଲେ ଉପବାଚସ୍ପତି । ତେବେ ତାଙ୍କୁ ବିଜେଡି ସଂଗଠନରେ ଗୁରୁଦାୟିତ୍ୱ ମିଳିପାରେ ବୋଲି କୁହାଯାଉଛି । 2019 ଜୁନରୁ ଉପବାଚସ୍ପତି ଦାୟିତ୍ଵ ସମ୍ଭାଳିଥିଲେ ରଜନୀକାନ୍ତ ସିଂ । 
 

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Deputy Speaker Rajnikant Singh resigned | Argus News