ସୋରଡା ଅଭିମୁଖେ ଗଲେ ଶାହ
·2 years ago

ଅର୍ଗସ ବ୍ୟୁରୋ: ଓଡିଶାରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସୋରଡା ଅଭିମୁଖେ ଗଲେ ଶାହ । ବିମାନବନ୍ଦରରେ ଶାହଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସୋରଡା ଜନସଭାରେ ଶାହ ହେବେ ସାମିଲ୍ ।
ସୋରଡା ପରେ କଟକରେ ରୋଡ ସୋ କରିବେ ଶାହ । କଟକ ବାଲିଯାତ୍ରା ପଡିଆ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇବା ପରେ ସିଧାସଳଖ ସମାଜ ଅଫିସ ଛକ ଯିବେ । ସେଠାରୁ ରୋଡ ସୋ ଆରମ୍ଭ କରିବେ । ବକ୍ସିବଜାର, ତିନିକୋଣିଆ ବଗିଚା , ଦରଘାବଜାର, ଗୌରୀଶଙ୍କର ପାର୍କ ,ନୟାସଡକ ଦେଇ ବାଲୁବଜାର , ନିମଚୌଡି ,ଚାନ୍ଦିନୀଚୌକ ହେଇ ଚଣ୍ଡିମନ୍ଦିର ନିକଟରେ ରୋଡ ସୋ ଶେଷ ହେବାର କାର୍ଯ୍ୟକ୍ରମ ରହିଛି ।
ଆହୁରି ପଢନ୍ତୁ ରାଜନୀତି ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
