Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ 

Smruti Parija
Browse all articles by Smruti Parija
·1 year ago
ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ 

ପୁରୀ: ଭକ୍ତଙ୍କ ଆକ୍ରମଣରେ ଜେଟିପି ଗୁରୁତର । ଶ୍ରୀମନ୍ଦିର ଭିତରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ । ଜେଟିପି ଗୁପ୍ତେଶ୍ବର ରାଉତରାୟଙ୍କ ମୁଣ୍ଡରେ ଲାଗିଛି ଆଘାତ । ପ୍ରସ୍ଥାନ ଦ୍ବାରରେ ପ୍ରବେଶ ବାରଣ କରିବାରୁ ଜେଟିପିଙ୍କୁ ଆକ୍ରମଣ ହୋଇଥିବା ସୂଚନା । ସିଂହଦ୍ଵାର ଥାନାରେ ଉଭୟଙ୍କ ପକ୍ଷରୁ ଅଭିଯୋଗ । ଘଟଣାର ତଦନ୍ତ ଆରମ୍ଭ କରିଛି ସିଂହଦ୍ଵାର ଥାନା ପୋଲିସ । ଶ୍ରୀମନ୍ଦିର ଘଣ୍ଟିଦ୍ବାର ନିକଟରେ ହବିଷ୍ୟାଳିଙ୍କ ଶୃଙ୍ଖଳିତ ଦର୍ଶନ ଦାୟିତ୍ୱରେ ଥିଲେ ଗୁପ୍ତେଶ୍ବର ।

ଆହୁରି ପଢନ୍ତୁ ଓଡିଶା ଖବର...
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Devotees attack JTP inside the-puri temple | Argus News