ଜଗା ଦର୍ଶନ ପାଇଁ ୨୫୦ କିଲୋମିଟର ଚାଲିଲେ ଶ୍ରଦ୍ଧାଳୁ
·1 year ago

ଆଳି : ପାଖେଇ ଆସୁଛି ରଥଯାତ୍ରା l ରଥଯାତ୍ରା ପାଇଁ ପୁରୀକୁ ବିଭିନ୍ନ ପ୍ରାନ୍ତରୁ ଶ୍ରଦ୍ଧାଳୁ ମାନେ ଛୁଟି ଆସୁଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରୁ କିଛି ଶ୍ରଦ୍ଧାଳୁ ଖାଲି ପାଦରେ ଚାଲିଚାଲି ପୁରୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି l ଆଜି ସକାଳୁ ଶ୍ରଦ୍ଧାଳୁ ମାନେ ରାଜକନିକାରୁ ପୁରୀ ଅଭମୁଖେ ବାହାରିଛନ୍ତି l ପାଖାପାଖି ୨୫୦ କିଲୋମିଟର ଚାଲିଚାଲି ଯାଉଛନ୍ତି ଶ୍ରଦ୍ଧାଳୁ
ଅଧିକ ପଢନ୍ତୁ : ରଥଯାତ୍ରା ପାଇଁ ୨ ଦିନ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଦୀର୍ଘ 10 ବର୍ଷରୁ ଉର୍ଦ୍ଧ ହେବ ରଥଯାତ୍ରାରେ ଏହି ଶ୍ରଦ୍ଧାଳୁ ମାନେ କାଳିଆ ଡୋରିରେ ବାନ୍ଧିହୋଇ ପୁରୀକୁ ଯାଉଥିବା ବେଳେ ଆଜି ମଧ୍ୟ ରଥଯାତ୍ରା ନିମନ୍ତେ ରାଜକନିକା ରୁ କାଳିଆ ଠାକୁର ନାମ ନେଇ ଶ୍ରଦ୍ଧାଳୁ ମାନେ ଯାତ୍ରା କରୁଥିବା ନେଇ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ l
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
