ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ନେଇ DGPଙ୍କ ଜରୁରୀ ସମୀକ୍ଷା ବୈଠକ
·2 years ago

ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ମାଓ ମୁକାବିଲା ନେଇ DGPଙ୍କ ଜରୁରୀ ସମୀକ୍ଷା ବୈଠକ। ଭୁବନେଶ୍ଵର DG କ୍ୟାମ୍ପ ଅଫିସ୍ରେ ମାଓ ମୁକାବିଲା ସମୀକ୍ଷା ବୈଠକ। ମାଓ କାର୍ଯ୍ୟକଳାପରେ ରୋକ୍ ଲଗାଇବାକୁ ସ୍ଵତନ୍ତ୍ର ରଣନୀତି ନେଇ ଆଲୋଚନା। ବୈଠକରେ ଗୁଇନ୍ଦା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଉପସ୍ଥିତ।
ଏଡିଜି ଅପରେସନ ଦେବଦତ୍ତ ସିଂ, ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାରଙ୍କ ସମେତ ବରିଷ୍ଠ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି । ଆଗକୁ ନିର୍ବାଚନ ଆସୁଥିବା ବେଳେ ମାଓବାଦୀ ଓ ନକ୍ସଲ କାର୍ଯ୍ୟକଳାପରେ ରୋକ ଲଗାଇବାକୁ ପ୍ରସ୍ତୁତ ହେଉଛି ସ୍ବତନ୍ତ୍ର ରଣନୀତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: