Videos
|
Odisha

ଗୋମାତାଙ୍କ ସୁରକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ଧର୍ମଜାଗରଣ ସେନା

Arpita Mohanty
Browse all articles by Arpita Mohanty
·2 years ago
ଗୋମାତାଙ୍କ ସୁରକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ଧର୍ମଜାଗରଣ ସେନା

ଅର୍ଗସ ବ୍ୟୁରୋ: ଗୋମାତାଙ୍କ ସୁରକ୍ଷାରେ କେନ୍ଦ୍ରାପଡା ଜିଲ୍ଲାର ଧର୍ମଜାଗରଣ ସେନା। ଗୋମାତାଙ୍କର ସୁରକ୍ଷା ପାଇଁ ସମସ୍ତ ସୁବିଧା ଯୋଗାଇଦିଆଯିବ। କିପରି ଭାବରେ ଗୋମାତାଙ୍କର ଚୋରା ଚାଲାଣ ହେବନାହିଁ ତାହାର ଦାୟିତ୍ବ ନେବ ଏହି ସେନା। କେନ୍ଦ୍ରାପଡ଼ା ଜିଲ୍ଲାର ଯେଉଁ ବି ସ୍ଥାନରେ ଗୋମାତା ଦୁର୍ଘଟଣାର ଶିକାର ହୋଇଥାନ୍ତି, ସେହି ଜାଗାରେ ଏହି ସେନାର କର୍ମକର୍ତ୍ତା ମାନେ ତୁରନ୍ତ ପହଂଚି ସେମାନଙ୍କୁ ଉଦ୍ଧାର କରି ସେମାନଙ୍କର ଉପଚାର କରିଥାନ୍ତି।

କେନ୍ଦ୍ରାପଡା ଜିଲ୍ଲା ପରିବହନ ବିଭାଗ ନିକଟରେ ଜାତୀୟ ରାଜପଥରେ ଅତି ଦ୍ରୁତ ଗତିରେ ଭାରିଯାନ ଚଳାଚଳରେ ଦୈନିକ ଏକାଧିକ ଗାଈଗୋରୁ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଧର୍ମ ଜାଗରଣ ସେନାର କର୍ମଚାରୀ ମାନେ ସେହି ଗାଈଗୋରୁଙ୍କୁ ଚିକିତ୍ସା ଯୋଗାଇଦେଇଆସୁଛନ୍ତି।

ଅଧିକ ପଢନ୍ତୁ ଓଡ଼ିଶା ଖବର
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Dharmajagran Sena of Kendrapada district under the protection of Gomata | Argus News