Videos
|
Odisha

ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ

Manini Pattanayak
Browse all articles by Manini Pattanayak
·2 years ago
ଖୁବ କମ ବୟସରେ ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର : ରାଜନାଥ ସିଂ

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ପ୍ରଶଂସାରେ  ପୋତିଲେ ରାଜନାଥ। ଖୁବ କମ ବୟସରେ  ରାଜନୀତି କ୍ଷେତ୍ରରେ ଅନେକ ନାଁ କମାଇଛନ୍ତି ଧର୍ମେନ୍ଦ୍ର। କ୍ୟାବିନେଟ ମନ୍ତ୍ରୀ ଭାବେ ପ୍ରଭାବଶାଳୀ ଢଙ୍ଗରେ  ଉପସ୍ଥାପନ କରିଛନ୍ତି ଧର୍ମେନ୍ଦ୍ର। ଶିକ୍ଷା ବିଭାଗର ମନ୍ତ୍ରୀ ହୋଇ ଯାହା କରିଛନ୍ତି ତାହା ଖୁବ୍‌ ପ୍ରଶଂସନୀୟ  ।

ଧର୍ମେନ୍ଦ୍ର ପ୍ରଧାନଙ୍କ  ଗୁରୁଗମ୍ଭୀର  ବ୍ୟକ୍ତିତ୍ୱ, କୃତୀକୁ ପ୍ରଶଂସା କରିଛନ୍ତି ରାଜନାଥ।  ଏଭଳି ବ୍ୟକ୍ତିତ୍ୱକୁ ଚୁପ୍‌ କରି ବସାଇଦେବା  ଉଚିତ୍‌ ନା ଆଗକୁ ଛାଡିବା ଉଚିତ ବୋଲି ଜନତାଙ୍କୁ ପ୍ରଶ୍ନ କରିଥିଲେ ରାଜନାଥ ସିଂ।   

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: