Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନନ୍ଦ କିଶୋର ମିଶ୍ରଙ୍କ ଅକାଳ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

Ritu Das
Browse all articles by Ritu Das
·2 years ago
ନନ୍ଦ କିଶୋର ମିଶ୍ରଙ୍କ ଅକାଳ ବିୟୋଗରେ ଧର୍ମେନ୍ଦ୍ରଙ୍କ ଶୋକ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଝାଡ଼ୁଆପଡ଼ା ଅଞ୍ଚଳର ଯୁବ ଆଇନଜୀବୀ ସଂଘ ବିଚାର ପରିବାରର କାର୍ଯ୍ୟକର୍ତ୍ତା ନନ୍ଦ କିଶୋର ମିଶ୍ରଙ୍କ ଅକାଳ ବିୟୋଗ ଖବର ଶୁଣି ଶୋକ ବ୍ୟକ୍ତ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ତାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ରାଷ୍ଟ୍ରୀୟ ବିଚାରଧାରାରେ ସେ କରିଥିବା କାର୍ଯ୍ୟ ସ୍ମରଣୀୟ ହୋଇ ରହିବ। ଅମର ଆତ୍ମାର ସଦଗତି କାମନା କରିବାସହ ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଉଛି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra mourns | Argus News