Videos
|
Odisha

ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ, ଯୋଗଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ, ଯୋଗଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଲା ମହିଳା ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣୀ ବୈଠକ। ବୈଠକରେ ଯୋଗଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ଐଶ୍ୱର୍ଯ୍ୟା ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ । ମହିଳା ମୋର୍ଚ୍ଚା ରାଜ୍ୟ ସଭାପତି ଐଶ୍ୱର୍ଯ୍ୟା ବିଶ୍ୱାଳ କହିଛନ୍ତି। ରାଜ୍ୟରେ ମହିଳା ସୁରକ୍ଷିତ ନୁହନ୍ତି । ମହିଳା ମାନଙ୍କ ସୁରକ୍ଷା କେମିତି ଆଗକୁ ବଢାଯିବ ଏବଂ ସୁରକ୍ଷା ଦିଆଯିବ ଓ ତାଙ୍କୁ କିପରି ଭାବେ ତାଙ୍କର ଅଧିକାର ମିଳିପାରିବ  ସେ ବିଷୟରେ ବିସ୍ତୁତ ଆଲୋଚନା ହେବ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଓଡ଼ିଶା ସରକାର ରାଜ୍ୟକୁ ନିନ୍ଦିତ କରିଛନ୍ତି । ରାଜ୍ୟରେ ମହିଳା ମାନଙ୍କ‌ ଅତ୍ୟାଚାର ପାଇଁ ଆଜି ସମସ୍ତଙ୍କ ମୁଣ୍ଡ ତଳକୁ ହୋଇଛି ।  ଅଧଡଜନ ମନ୍ତ୍ରୀଙ୍କ ନାରେ କେଳେଙ୍କାରୀ ଅଭିଯୋଗ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra Pradhan attended the state executive meeting of Women's Morcha | Argus News