Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକାଇଲେ କୈବର୍ତ୍ତ

Odisha

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକାଇଲେ କୈବର୍ତ୍ତ

Jitendra Dash
Browse all articles by Jitendra Dash
·2 years ago
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକାଇଲେ କୈବର୍ତ୍ତ

ଅର୍ଗସ ବ୍ୟୁରୋ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଜାଲ ପକାଇଲେ କୈବର୍ତ୍ତ। ପଶ୍ଚିମ ଓଡିଶାର ହୋଲି ପର୍ବରେ ସମସ୍ତଙ୍କର ମଙ୍ଗଳ ମନାସି ପ୍ରତ୍ୟେକ ଲୋକଙ୍କ ଉପରେ ଜାଲ ପକାଇଥାନ୍ତି କୈବର୍ତ୍ତ ସମାଜ । ପଶ୍ଚିମ ଓଡିଶାର ଏହି ପରମ୍ପରା ସହ ଯୋଡି ହୋଇଛନ୍ତି ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ : ବିଜେପି ପାର୍ଟି ଅଫିସରେ ହୋଲି ଖେଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଏହି ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ମା ସମଲେଇ ମନ୍ଦିର ସାମ୍ନାରେ ଜାଲ ପକାଇ ଧର୍ମେନ୍ଦ୍ର ପ୍ରଧାନଙ୍କ ମଙ୍ଗଳ କାମନା କରିଛନ୍ତି। ପବିତ୍ର ହୋଲି ରଙ୍ଗ ଖେଳର ଏହି ପର୍ବରେ ଜାଲ ପକାଇବା ପରମ୍ପରା ଦ୍ଵାରା କଳା ଯାଦୁ,ଅନିଷ୍ଟ, ଦୁଃଖ ଦୂର ହୁଏ ବୋଲି ପଶ୍ଚିମ ଓଡିଶାର ଲୋକ ମାନଙ୍କର ବିଶ୍ବାସ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
dharmendra pradhan holi celebration | Argus News