Videos
|
Odisha

ପଞ୍ଚମ ରାଉଣ୍ଡ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ ଆଗରେ

Ritu Das
Browse all articles by Ritu Das
·2 years ago
ପଞ୍ଚମ ରାଉଣ୍ଡ ସୁଦ୍ଧା ଧର୍ମେନ୍ଦ୍ର ପ୍ରଧାନ ଆଗରେ

ଅର୍ଗସ ବ୍ୟୁରୋ: ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗରେ ଅଛନ୍ତି। ପଞ୍ଚମ ରାଉଣ୍ଡ ସୁଦ୍ଧା ୧ଲକ୍ଷ ୩୫ ହଜାର ୯୨୯ ଖଣ୍ଡ ମିଳିଛି। ବିଜେପି କାର୍ଯ୍ୟାଳୟରେ ସବୁଠି ଖୁସିର ମାହୋଲ। ଲୋକ ପରିବର୍ତ୍ତନ ଚାହୁଁଛନ୍ତି। ଆଉ ଏହି ଭୋଟ ଏବଂ ଲୋକଙ୍କ ଭଲ ପାଇବା ହେଉଛି ପରିବର୍ତ୍ତନର ସ୍ବର। 

କଣ୍ଟାବାଞ୍ଜିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଛୁଆ

ସେ ପ୍ରଣବ ପ୍ରକାଶ ଦାସଙ୍କ ଠାରୁ ୨୮, ୪୯୮ ଖଣ୍ଡ ଭୋଟ ଆଗରେ ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Dharmendra Pradhan | Argus News