Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

  ହଜାର ହଜାର କର୍ମୀଙ୍କ ସହ ବାଇକ ରାଲିରେ ଯୋଗ ଦେଲେ ଧର୍ମେନ୍ଦ୍ର

Manini Pattanayak
Browse all articles by Manini Pattanayak
·2 years ago
  ହଜାର ହଜାର କର୍ମୀଙ୍କ ସହ ବାଇକ ରାଲିରେ ଯୋଗ ଦେଲେ ଧର୍ମେନ୍ଦ୍ର

ଦେବଗଡ଼: ଦେବଗଡ଼ ଜିଲ୍ଲାରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାୱାର ସୋ' । ହଜାର ହଜାର କର୍ମୀଙ୍କ ସହ ବାଇକ ରାଲିରେ ରୋଡ ସୋରେ ଯୋଗ ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।  ଏହି କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲା BJP ପାର୍ଟି ଅଫିସରେ ହଜାର ହଜାର BJP କର୍ମୀଙ୍କ ଭିଡ ଦେଖିବାକୁ ମିଳିଛି।

ଦେବଗଡ଼ ସହରରେ ପ୍ରାୟ ୮ କିଲୋମିଟର ରୋଡ ସୋ କରି ନିକ୍ତିମାଲ ଶୈବ ପୀଠରେ ମହାଦେବଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ।  ନିକ୍ତିମାଲରୁ ପୁଣି ଥରେ ବାଇକ୍ ରାଲିରେ ଆସି ଦେବଗଡର ଇଷ୍ଟ ଦେବୀ ମା ପ୍ରଧାନ ପାଟେଶ୍ବରିଙ୍କୁ ପୂଜାର୍ଚ୍ଚନା କରି ଆଶୀର୍ବାଦ କାମନା କରିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dharmendra pradhan joined the bike rally with thousands of bjp member | Argus News