BJP Slams BJD / ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଟିଆ ଗସ୍ତ କରି ତାହାର ବିକାଶ କାମ ହାତକୁ ନେଇଥିଲେ
·1 hour ago·2 min read

Key Points
ବିଜେଡି ଉପରେ ବର୍ଷିଲା ବିଜେପି
କୋଟିଆ ପ୍ରସଙ୍ଗ ନେଇ ବର୍ଷିଲା ବିଜେପି
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକାଧିକ ବାର କୋଟିଆ ଗସ୍ତ କରିଥିଲେ
ସେ ଅଞ୍ଚଳ ରେ କେମିତି ବିକାଶ ହେବ କାମ ହାତକୁ ନେଇଥିଲେ

ଭୁବନେଶ୍ବର,୨୩/୧୦: କୋଟିଆ ପ୍ରସଙ୍ଗ ନେଇ ବିଜେଡି ଉପରେ ବର୍ଷିଲା ବିଜେପି। ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସେ ସମୟ ରେ ଏକାଧିକ ବାର କୋଟିଆ ଗସ୍ତ କରି ସେ ଅଞ୍ଚଳ ରେ କେମିତି ବିକାଶ ହେବ କାମ ହାତକୁ ନେଇଥିଲେ ସେଠି ନେଟୱାର୍କ ସମସ୍ୟା ଦୂର ପାଇଁ ଟାୱାର ସ୍ଥାପନ କରିଥିଲେ। ବିଜେଡିର ନେତା ମାନେ ନ୍ୟାରେଟିଭ ତିଆରି ପାଇଁ ଚେଷ୍ଟା କରୁଛନ୍ତି କୁଆଡଡେ ଚନ୍ଦ୍ର ବାବୁ ନାଇଡ଼ୁଙ୍କ ଦୟାରେ ବିଜେପି ସରକାରରେ ଅଛି। ବିଜେଡିର ଲୋକ ସଭାରେ କେହି ନଥିବାରୁ ଗଣିତ ଭୁଲି ଯାଇଛନ୍ତି। ବିଜେପି ଓଡ଼ିଶାର ଇଞ୍ଚିଏ ଜମି କୁ ଅନ୍ୟ କେହି ଅଧିକାର କରିବାକୁ ଦେବ ନାହିଁ । ଏହା ଆମ ସଂକଳ୍ପ। କୋଟିଆ ପ୍ରସଙ୍ଗ ଆମେ ବିରୋଧୀ ଦଳରେ ଥିବା ବେଳେ ଆସିଛି। କୋଟିଆର ବିକାଶ ପାଇଁ ବିଜେପି ପ୍ରୟାସ କରିଛି ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ।
ବିଜେପି ସରକାର ଆସିଲା ପରେ ମୁଖ୍ୟମନ୍ତ୍ରୀ ରାଜସ୍ୱ ମନ୍ତ୍ରୀ ଙ୍କ ନେତୃତ୍ୱ ରେ ସେ ଅଞ୍ଚଳ ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରି କୋଟିଆ ବାରମ୍ବାର ଗସ୍ତ କରିଛନ୍ତି | ମନ୍ତ୍ରୀ ମଣ୍ଡଳ ଅନେକ ମନ୍ତ୍ରୀ ଗସ୍ତ କରି ସେଠିକାର ସାଂସ୍କୃତିକ କାର୍ଯ୍ୟ ରେ ଯୋଗ ଦେବା ସହ ସେଠି କେମିତି ସରକାରୀ ଯୋଜନା ପଂହଁଚିପାରିବ, ସୁଭଦ୍ରା ଯୋଜନା ଠାରୁ ଆରମ୍ବ କରି ରାସନ ପର୍ଯ୍ୟନ୍ତ ସବୁ ଯୋଜନ କୁ ଗୁରୁତ୍ୱ ଦେଇଛନ୍ତି। ସରକାର ବିଭିନ୍ନ ସମୟ ରେ ଯେତବେଳେ ଯାଇଛନ୍ତି ସେଠିକାର ବିରୋଧୀ ଦଳକୁ ବି ସାଙ୍ଗରେ ନେଇଛନ୍ତି | ନବୀନ ବାବୁ ବାରମ୍ବାର ଏ ସମର୍କ ରେ ଟୁଇଟ ଓ ଚିଠି ଲେଖି ଏବଂ ଟିମ ପଠାଇ ପ୍ରଶ୍ନ କରୁଛନ୍ତି। ଆପଣ ତ ୨୪ ବର୍ଷ ଶାସନ ରେ ଥିଲେ ଆପଣଙ୍କ କିଏ କିଏ କୋଟିଆ ଯାଇଥିଲେ ତାର ତାଲିକା ଦିଅନ୍ତୁ କହିଛି ବିଜେପି ।
ପଢନ୍ତୁ ଏହି ଖବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ
୨୦୨୨ରେ ଘୋଷଣା କରିଥିଲେ ବାଚସ୍ପତି ଙ୍କ ନେତୃତ୍ୱ ରେ ଗୃହ କମିଟି କୋଟିଆ ଯିବ କିନ୍ତୁ ଗଲା ନାହିଁ । ୨୦୨୧ ଫେବୃଆରୀ ୧୩ ତାରିଖ ରେ ଆନ୍ଧ୍ର ନିର୍ବାଚନ କରିକି ଗଲା ଆପଣ ତାକୁ ଅଟକାଇ ପାରିଲେ ନାହିଁ | ପ୍ରଶ୍ନ ଉଠାଇବା ପୂର୍ବରୁ ଚିନ୍ତା କରନ୍ତୁ ନବୀନ ବାବୁ । ଏବେ ଏ ଖବର ଆସିଲା ପରେ ପୁରା ପ୍ରଶାସନ vc ରେ ବୈଠକ କରି ଆଗାମୀ ରଣନୀତି ପ୍ରସ୍ତୁତ ହୋଇଛି | ସେ ରଣନୀତି ସମ୍ପୂର୍ଣ ବିରୋଧୀ ଦଳକୁ ସାଙ୍ଗରେ ନେଇ କୋଟିଆ ସମସ୍ୟା ସମାଧାନ କରିବାର। ତତ୍କାଳୀନ ଆନ୍ଦ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡି ନବୀନ ନିବାସ ଆସିଥିଲେ କଣ ଚର୍ଚ୍ଚା ହେଲା କହିଲେନି କିନ୍ତୁ ଯେତବେଳେ ସେ ଆପଣଙ୍କ ଘରେ ବସିଥିଲେ ସେତବେଳେ ଆନ୍ଦ୍ର କୋଟିଆ ରେ ଜଗମୋହନ ରେଡିଙ୍କ ପୋଷ୍ଟର ମାରୁଥିଲା

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ବିଜେଡି ର ନେତା ମାନେ ନ୍ୟାରେଟିଭ ତିଆରି ପାଇଁ ଚେଷ୍ଟା କରୁଛନ୍ତି କୁଆଡଡେ ଚନ୍ଦ୍ର ବାବୁ ନାଇଡ଼ୁ ଙ୍କ ଦୟାରେ ବିଜେପି ସରକାର ରେ ଅଛି। ବିଜେଡିର ଲୋକ ସଭା ରେ କେହି ନଥିବାରୁ ଗଣିତ ଭୁଲି ଯାଇଛନ୍ତି । ଚନ୍ଦ୍ର ବାବୁଙ୍କ ୧୬ ସଦସ୍ୟ, ବିଜେପି ର ୩୧୯ ସଦସ୍ୟ ଅଛନ୍ତି। ଏ ଗଣିତ ଜାଣୁ ବିଜେଡି । ଯେତବେଳେ କୋଟିଆ ପାଇଁ ବିଜେଡି ଟିମ ପଠାଉଛି, ଚିଠି ଲେଖୁଛି ଏବଂ ଟୁଇଟ କରୁଛି ଯେତବେଳେ ସରକାର ରେ ଥିଲ କଣ କରିଛ ତାର ଉତ୍ତର ଦିଅନ୍ତୁ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ
Related Topics
Explore more stories