Vigilance Arrest / ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ
·1 hour ago·1 min read

Key Points
ଗିରଫ ହେଲେ କୋଟିପତି ଯନ୍ତ୍ରୀ।
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗିରଫ
ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠିଙ୍କୁ ଗିରଫ କଲା ଭିଜିଲାନ୍ସ

କଟକ,୨୩/୧୦: ଗିରଫ ହେଲେ କୋଟିପତି ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠିଙ୍କୁ ଗିରଫ କଲା ଭିଜିଲାନ୍ସ। ବଡ଼ଚଣା ଆର୍ ଏଣ୍ଡ ବି ଡିଭିଜନରେ କାର୍ଯ୍ୟରତ ଥିଲେ ଏହି କୋଟିପତି ଯନ୍ତ୍ରୀ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ ଗତକାଲି ଭିଜିଲାନ୍ସ ତାଙ୍କର ୭ ଟି ସ୍ଥାନରେ ରେଡ କରିଥିଲା ଭିଜିଲାନ୍ସ।
କଟକ ସିଡିଏ ସେକ୍ଟର-୭ ସ୍ଥିତ ତିନି ମହଲା ବିଶିଷ୍ଟ କୋଠା, ପୁରୀ ସିଦ୍ଧମହାବୀର ଠାରେ ଥିବା ତିନି ମହଲା ବିଶିଷ୍ଟ କୋଠା, କଟକ ଜିଲ୍ଲା କଣ୍ଟାପଡ଼ା ଠାରେ ଥିବା ଫାର୍ମ ହାଉସ୍, ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ଝିଙ୍କିରିଆ ଠାରେ ଥିବା ଦୁଇ ମହଲା ବିଶିଷ୍ଟ ଘର । କଟକ ୪୨ ମୌଜା ଅନ୍ତର୍ଗତ ବାଣ୍ଟୁନିଆ ଠାରେ ଥିବା ତାଙ୍କ ଶ୍ୱଶୁର ଘର, ଭୁବନେଶ୍ୱର କଣ୍ଟାବଡ଼ା ଠାରେ ଥିବା ଦୁଇ ମହଲା ବିଶିଷ୍ଟ କୋଠା, ଯାଜପୁର ଜିଲ୍ଲା ବଡ଼ଚଣା ସ୍ଥିତ ଆର୍ ଆଣ୍ଡ ବି ଉପ-ବିଭାଗ କାର୍ଯ୍ୟାଳୟରେ ଥିବା କାର୍ଯ୍ୟାଳୟରେ ଚଢ଼ାଉ କରିଥିଲା।
ପଢନ୍ତୁ ଏହି ଖବର: ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଯନ୍ତ୍ରୀ ତପନ ସେଠୀଙ୍କ ଘରେ ଭିଜିଲାନ୍ସ ରେଡ୍
କଟକ, ଭୁବନେଶ୍ୱର ଓ ପୁରୀରେ ୩ଟି ବହୁତଳ କୋଠା, ୩ଟି ମୂଲ୍ୟବାନ ପ୍ଲଟ୍, ଫାର୍ମହାଉସ୍, ୭୪୭ ଗ୍ରାମ ସୁନା ଓ ୨ଟି ଦାମୀ ଚାରି ଚକିଆ ଗାଡ଼ି,୨୦ ଲକ୍ଷ ୮୭ ହଜାର ଟଙ୍କାର ଜମାରାଶି ସହ ନଗଦ ଟଙ୍କା ଠାବ କରିଛି ଭିଜିଲାନ୍ସ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories