Dharmendra Pradhan Listening Mann Ki Baat / କେନ୍ଦ୍ରାପଡ଼ା ଯିବା ବାଟରେ ମୋବାଇଲରେ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
·2 months ago·2 min read

Key Points
ମୋବାଇଲରେ ମନ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ କେନ୍ଦ୍ରମନ୍ତ୍ରୀ
କେନ୍ଦ୍ରାପଡ଼ା ଯିବା ବାଟରେ ଶୁଣିଲେ ମନ କି ବାତ୍
ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

କେନ୍ଦ୍ରାପଡ଼ା,୨୮/୦୬: ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କେନ୍ଦ୍ରାପଡ଼ା ଯିବା ବେଳେ ମୋବାଇଲ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଆଜିର କାର୍ଯ୍ୟକ୍ରମରେ ଯୋଗ, ପରିବେଶ ସୁରକ୍ଷା ପାଇଁ ଜନଆନ୍ଦୋଳନ,ନାଳନ୍ଦା ବିଶ୍ୱବିଦ୍ୟାଳୟର ସଂସ୍କୃତି ଠାରୁ ଆରମ୍ଭ କରି ମହିଳାମାନଙ୍କ ଦ୍ୱାରା ପ୍ଲାଷ୍ଟିକ୍ ବର୍ଜ୍ୟବସ୍ତୁରୁ 'ଇକୋ-ବ୍ରିକ୍ସ' ପ୍ରସ୍ତୁତି ଏବଂ ଗଣେଶ ଉତ୍ସବ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଦିଗଦର୍ଶନ ଦେଇଥିବାରୁ ଧନ୍ୟବାଦ ।
'ମନ୍ କି ବାତ୍' କାର୍ଯ୍ୟକ୍ରମ ଆଜି ଏକ ଜନଆନ୍ଦୋଳନର ରୂପ ନେଇଛି, ଯାହା ସମାଜରେ ସକାରାତ୍ମକ ପରିବର୍ତ୍ତନ ଆଣିବା ପାଇଁ ପ୍ରତ୍ୟେକ ନାଗରିକଙ୍କୁ ପ୍ରେରିତ କରୁଛି ।
ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ଆମ ସମସ୍ତଙ୍କୁ ମିଳିମିଶି ଦେଶ ଓ ସମାଜର ପ୍ରଗତି ପାଇଁ କାର୍ଯ୍ୟ କରିବା ସହ 'ବିକଶିତ ଓଡ଼ିଶା' ଓ 'ବିକଶିତ ଭାରତ' ସଂକଳ୍ପ ପୂରଣ କରିବାକୁ ଏକ ନୂଆ ଶକ୍ତି ଦେଇଛି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରି ସୂଚନା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ପଢନ୍ତୁ ଏହି ଖବର: ୧୩୫ତମ `ମନ୍ କି ବାତ୍' ରେ ଦେଶବାସୀଙ୍କୁ ମୋଦିଙ୍କ ସମ୍ବୋଧନ, କହିଲେ ସମୁଦ୍ରରେ ଭାରତର ଶକ୍ତି ବୃଦ୍ଧି ହୋଇଛି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମନ କି ବାତ' କାର୍ଯ୍ୟକ୍ରମ ଆଜି 135 ତମ ଏପିସୋଡ୍ରେ ପହଞ୍ଚିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବକମାନଙ୍କ ପାଇଁ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିବା ସହିତ ଦେଶ ଦୁନିଆରେ ଘଟୁଥିବା ସାମ୍ପ୍ରତିକ ଘଟଣାବଳୀ ଉପରେ ଆଲୋକପାତ କରିଥିଲେ । ବର୍ଷ 2026ର ଅର୍ଦ୍ଧେକ ଶେଷ ହୋଇଯାଇଛି । ଏତିକି ଦିନ ମଧ୍ୟରେ ସରକାରର ସଫଳ କାର୍ଯ୍ୟକ୍ରମ ଗୁଡିକ ଉପରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏହା ସହିତ ଦେଶକୁ ଗୌରବାନ୍ବିତ କରିଥିବା ଘଟଣାବଳୀ ଉପରେ ସେ ନିଜର ଭାବନା ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, "ମୁଁ ଲୋକମାନଙ୍କୁ ଯଥାସମ୍ଭବ କିଛି ସମୟ ପାଇଁ ସୁନା କିଣିବା ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଥିଲି। ମୁଁ ସେମାନଙ୍କୁ ବିଦେଶରେ ଛୁଟି ମନାଇବାରୁ ନିବୃତ୍ତ ରହିବାକୁ କହିଥିଲି ଏବଂ କାରପୁଲିଂକୁ ପ୍ରୋତ୍ସାହିତ କରିବାକୁ ମଧ୍ୟ ନିବେଦନ କରିଥିଲି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୁଁ ଚାଷୀମାନଙ୍କୁ ରାସାୟନିକ ମୁକ୍ତ ଚାଷ କରିବାକୁ, ସେମାନଙ୍କ ଜମିକୁ ସୁରକ୍ଷା ଦେବାକୁ ଏବଂ ପ୍ରାକୃତିକ ସାରର ସର୍ବାଧିକ ବ୍ୟବହାର କରିବାକୁ ଅନୁରୋଧ କରିଥିଲି। ଅନେକ ପରିବାର ମୋତେ ସେମାନଙ୍କର ଅଭିଜ୍ଞତାକୁ ବାର୍ତ୍ତା ମାଧ୍ୟମରେ ପଠାଇଛନ୍ତି। ଏଥର ଅନେକ ପରିବାର ସେମାନଙ୍କ ଘରେ ବିବାହ ପାଇଁ ସୁନା ନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି; ଯଦି ଆବଶ୍ୟକ ହୁଏ, ତେବେ ସେମାନେ ପୂର୍ବରୁ ଥିବା ସୁନାରୁ ନୂତନ ଅଳଙ୍କାର ତିଆରି କରି ବ୍ୟବହାର କରିଛନ୍ତି।"
Related Topics
Explore more stories