Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ନିମାପଡ଼ାରେ ନିର୍ବାଚନୀ ପ୍ରଚାରରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭଡ଼ାଟିଆ ହଟିବ ଓ କ୍ରୀତଦାସ ଜେଲ ଯିବ ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ଆମକୁ ବାହାରିଆ ଓ ଭଡ଼ାଟିଆଙ୍କୁ ହଟାଇବାକୁ ପଡିବ । ପିଇବା ପାଣି ଓ ମୌଳିକ ସୁବିଧାରୁ ଆଜି ବି ନିମାପଡ଼ା ଅଞ୍ଚଳବାସୀ ବଞ୍ଚିତ ଅଛନ୍ତି । ଏମାଟି କ୍ରୀତଦାସଙ୍କୁ ଲୋଡେନି ସ୍ବାଭିମାନୀଙ୍କୁ ଲୋଡେ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଗୁମାସ୍ତାର ଜଣେ କ୍ରୀତଦାସ ଅଛି ସେ ଦଲାଲ ଜେଲ ଯିବ ନିଶ୍ଚୟ । ନିଯୁକ୍ତି ନାଁରେ ଠକେଇ କରୁଥିବା କ୍ରୀତଦାସ ଦିନେ ଜେଲ ଯିବ । ବ୍ଲାକରୋଜ ଘଟଣାରେ କ୍ରୀତଦାସ ଜେଲ ଯିବା ଥୟ । ମାହାଲମାଣ୍ଡା ମାନଙ୍କୁ ଉଚିତ ଜବାବ ଦେବେ ଲୋକେ । ଓଡ଼ିଶାର ନେତୃତ୍ୱ ଓଡ଼ିଆ ଲୋକ ହିଁ ନେବ, କେହି ବାହାରିଆ ନୁହେଁ । ଓଡ଼ିଶାକୁ ଲୁଟ କରୁଥିବା ଲୋକଙ୍କୁ ଉଚିତ ଜବାବ ମିଳିବ ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
dharmendra pradhan target to bjd | Argus News