Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ନାମାଙ୍କନ ଭରିବେ ଧର୍ମେନ୍ଦ୍ର ପ୍ରଧାନ, ମା' ସମଲେଶ୍ୱରୀଙ୍କୁ ଦର୍ଶନ କରି ଜିଲ୍ଲାପାଳ ଅଫିସ ପହଁଚିବେ କେନ୍ଦ୍ରମନ୍ତ୍ରୀ

Odisha

ନାମାଙ୍କନ ଭରିବେ ଧର୍ମେନ୍ଦ୍ର ପ୍ରଧାନ, ମା' ସମଲେଶ୍ୱରୀଙ୍କୁ ଦର୍ଶନ କରି ଜିଲ୍ଲାପାଳ ଅଫିସ ପହଁଚିବେ କେନ୍ଦ୍ରମନ୍ତ୍ରୀ

Banajyotshna Ray
Browse all articles by Banajyotshna Ray
·2 years ago
ନାମାଙ୍କନ ଭରିବେ ଧର୍ମେନ୍ଦ୍ର ପ୍ରଧାନ,  ମା' ସମଲେଶ୍ୱରୀଙ୍କୁ ଦର୍ଶନ କରି ଜିଲ୍ଲାପାଳ ଅଫିସ ପହଁଚିବେ କେନ୍ଦ୍ରମନ୍ତ୍ରୀ

ଅର୍ଗସ ବ୍ୟୁରୋ:  ନାମାଙ୍କଲ ଭରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଥମେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କୁ ଦର୍ଶନ କରି ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳ ଅଫିସ ପହଁଚିବେ। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନାମାଙ୍କନ ଭରିବେ॥ ତେବେ ସାଙ୍ଗରେ ସମ୍ବଲପୁର ବିଧାୟକ ପ୍ରାର୍ଥୀ ଜୟନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ପ୍ରାର୍ଥୀ ନାଉରୀ ନାୟକ ମଧ୍ୟ ନାମାଙ୍କନ ଭରିବେ। ହଜାର ହଜାର କର୍ମୀ ଓ ସମର୍ଥକଙ୍କ ସହ ବାଜା ରୋଷଣୀ ନେଇ ଶୋଭାଯାତ୍ରାରେ ସହର ଭିତରେ ପରିକ୍ରମା ପରେ ଜିଲ୍ଲାପାଳ ଅଫିସ ପହଁଚିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Dharmendra Pradhan will fill the nomination | Argus News