Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Argus Whatsapp Channel Mobile Top

Argus News - ଆଜି ୧୨.୩୦ରେ ତାଳଚେରରେ ପହଞ୍ଚିବେ ଧର୍ମେନ୍ଦ୍ର ପ୍ରଧାନ

Odisha

ଆଜି ୧୨.୩୦ରେ ତାଳଚେରରେ ପହଞ୍ଚିବେ ଧର୍ମେନ୍ଦ୍ର ପ୍ରଧାନ

Banajyotshna Ray
Browse all articles by Banajyotshna Ray
·2 years ago
ଆଜି ୧୨.୩୦ରେ ତାଳଚେରରେ ପହଞ୍ଚିବେ ଧର୍ମେନ୍ଦ୍ର ପ୍ରଧାନ

ଅର୍ଗସ ବ୍ୟୁରୋ:  ଆଜି ସକାଳ 9ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାପରେ ସେ ବାରଙ୍ଗ ତ୍ରିଶୁଳିଆ ଦେଇ 12ଟା 30ରେ ତାଳଚେରରେ ପହଞ୍ଚିବେ। ତାଳଚେରର ଦେଉଳବେଡାରେ ଗ୍ରାମ୍ୟ ଗେଟର ଉଦଘାଟନ କରିବେ। ପରେ ତାଳଚେରର ଦେଉଳବେଡାରେ ଏମସିଏଲର csr ପକ୍ଷରୁ ନିର୍ମିତ କମ୍ୟୁନିଟି ସେଣ୍ଟରର ଉଦଘାଟନ କରିବେ। ଅପରାହ୍ନ 3ଟାରେ ଅନୁଗୁଳର କେନ୍ଦ୍ରୀୟ ବିଦ୍ୟାଳୟ-୨ର ଲୋକାର୍ପିଣ କରିବେ।

ଏହାପରେ ଅନୁଗୁଳର ଅମଳାପଡ଼ାରେ ସ୍କିଲ ଇଣ୍ଡିଆର ଉଦଘାଟନ କରିବେ। ସେହିପରି  ଅପରାହ୍ନ ୪ଟା ୨୦ରେ ଅନୁଗୁଳର ସିମିଳିପଦାରେ ଜନ ଶିକ୍ଷାନ ସଂସ୍ଥାନର ଉଦଘାଟନ କରିବେ। ସଂଧ୍ୟା 5ଟାରେ ଅନୁଗୁଳର ବନ୍ତଳାରେ ରାମମନ୍ଦିର ଦର୍ଶନ କରିବେ। ସଂଧ୍ୟାରେ ଅନୁଗୁଳର ନାଲକୋ ନଗରରେ ସେଣ୍ଟର ଅଫ୍ ମେନେଜମେଣ୍ଟ ଏଜୁକେଶନର ଉଦଘାଟନ କରିବେ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

Argus Whatsapp Channel Mobile Top
Sponsored
Dharmendra Pradhan will reach Talcher today on 12.30 | Argus News