ନବବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ବଦଳିଲି କ୍ୟାଲେଣ୍ଡର । ୨୦୨୩ ବିଦାୟ ନେଇ ଆସିଲା ୨୦୨୪। ନବବର୍ଷର ଶୁଭେଚ୍ଛା ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 2024 ଆପଣଙ୍କ ସମସ୍ତଙ୍କ ପାଇଁ ଶୁଭ ହେଉ, ମଙ୍ଗଳମୟ ହେଉ। ଏହି ବର୍ଷ ଆପଣଙ୍କ ସମସ୍ତଙ୍କ ଜୀବନରେ ନୂତନ ଆଶା, ନୂତନ ଉତ୍ସାହ ଏବଂ ନୂତନ ଶକ୍ତି ଯୋଗାଉ ବୋଲି ଟୁଇଟ୍ କରି ଶ୍ରୀ ପ୍ରଧାନ କହିଛନ୍ତି।
2024 आप सभी के लिए मंगलमय हो। यह वर्ष आप सभी के जीवन में नव उमंग, नव तरंग और नव ऊर्जा का संचार करे।
— Dharmendra Pradhan (@dpradhanbjp) January 1, 2024
Happy 2024. Wishing everyone a prosperous, successful and fulfilling year. pic.twitter.com/oixB8HqpPK
ଆଜି 2024ର ପହିଲି ସକାଳ। ନୂଆ ଆଶା, ନୂଆ ଆକାଂକ୍ଷା ଓ ନୂଆ ସ୍ବପ୍ନ ନେଇ ଆସିଛି। 2023କୁ ବିଦାୟ ଦେଇ ନୂଆବର୍ଷର ପ୍ରଥମ ସୂର୍ଯ୍ୟ ଦେଖୁଛି ପୁରା ଦେଶ । ଚାରିଆଡେ ଶୁଭେଚ୍ଛାର ସୁଅ । ସମସ୍ତଙ୍ଗ ମୁହୁଁରେ ହାପି ନ୍ୟୁଉ ଇୟର୍ । ଘରେ ବାହାରେ, ପରିବାର ସାଥିରେ, ସାଙ୍ଗସାଥୀ ମେଳରେ ଏକାଠି ହୋଇ 2024କୁ ସ୍ବାଗତ କରୁଛନ୍ତି ସମସ୍ତେ ।
📱 Get Argus News App
✨ଅଧିକ ପଢନ୍ତୁ ଓଡ଼ିଶା ଖବର