Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଗୋଟିଏ ସୁଭଦ୍ରା, କୋଟିଏ ମାଆ ଆଲେଖ୍ୟ

Odisha

ଗୋଟିଏ ସୁଭଦ୍ରା, କୋଟିଏ ମାଆ ଆଲେଖ୍ୟ

Smruti Parija
Browse all articles by Smruti Parija
·1 year ago·1 min read
ଗୋଟିଏ ସୁଭଦ୍ରା, କୋଟିଏ ମାଆ ଆଲେଖ୍ୟ

ଅର୍ଗସ ବ୍ୟୁରୋ: ସୁଭଦ୍ରା ଯୋଜନା ସମ୍ପର୍କରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ  ଗୋଟିଏ ସୁଭଦ୍ରା, କୋଟିଏ ମା ଆଲେଖ୍ୟ । ଏଥିରେ ସୁଭଦ୍ରା ଯୋଜନା ସଂପର୍କରେ ବିସ୍ତୃତ ତଥ୍ୟ ରହିଛି । ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନର ଲକ୍ଷ୍ୟ ସାଙ୍ଗକୁ ୨୦୪୭ ସୁଦ୍ଧା ପୂର୍ଣ୍ଣ ବିକଶିତ ଭାରତ ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି । ସୁଭଦ୍ରା ଯୋଜନାରେ ଜଣ ପିଛା ୫ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ବାର୍ଷିକ ୧୦ ହଜାର ଟଙ୍କାର ଅର୍ଥରାଶି ଦିଆଯିବ । 

ସାରା ରାଜ୍ୟରେ ସୁଭଦ୍ରା ଉତ୍ସାହ


୫ ବର୍ଷରେ ହିତାଧିକାରୀଙ୍କୁ ମୋଟ୍ ୫୦ହଜାର ଟଙ୍କା ଦିଆଯିବ ।  ମୋଦିଙ୍କ ପ୍ରାଥମିକତା ତାଲିକାରେ ସର୍ବାଗ୍ରେ ରହିଛନ୍ତି ଦେଶର କୋଟି କୋଟି ମହିଳା, ଯୁବପିଢି ଓ ଅନ୍ନଦାତା ଓ ଗରିବ । ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବା ସହ ନାରୀ ସଶକ୍ତୀକରଣର ନୂଆ ପ୍ରତୀକ ହେବ ସୁଭଦ୍ରା ଯୋଜନା । ସୁଭଦ୍ରା ଯୋଜନାର ଲାଭ ଓ ଉପଯୋଗିତାକୁ ପୁଞ୍ଜିକରି କୋଟିଏ ଓଡିଆ ମାଆ ଭଉଣୀ ନିଜର ତଥା ଦେଶର ସୁନ୍ଦର ଭବିଷ୍ୟତ ଗଠନ କରିପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
dharmendra-pradhan-wrote-article-on-subhadra-yojana | Argus News