ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ
·2 years ago

ଅର୍ଗସ ବ୍ୟୁରୋ: ବାଲିଯାତ୍ରାକୁ ଜାତୀୟ ମାନ୍ୟତା ମିଳିବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ । କଟକର ଐତିହାସିକ ବାଲିଯାତ୍ରା କାହାର ମାନ୍ୟତା ପାଇବାର ଆବଶ୍ୟକତା ନାହିଁ। କଟକର ବାଲିଯାତ୍ରା ନିଜେ ଗୋଟିଏ ପରିଚୟ । ଏହା କାଗଜ କଲମରେ ସୀମିତ ହୋଇ ରହିବ ନାହିଁ। ସେଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶରେ କଟକ ବାଲିଯାତ୍ରା ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହାଠାରୁ ଆଉ ବଡ଼ ମାନ୍ୟତା କଣ। ରେଭେନ୍ସା ବାଳିକା ବିଦ୍ୟାଳୟର 150 ତମ ପୂର୍ତ୍ତି ଉତ୍ସବରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: