Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ ଧର୍ମେନ୍ଦ୍ର  

Odisha

ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ ଧର୍ମେନ୍ଦ୍ର  

Manini Pattanayak
Browse all articles by Manini Pattanayak
·2 years ago
ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ ଧର୍ମେନ୍ଦ୍ର  

 ଦେଓଗଡ:  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ସକାଳ ୯ଟାରେ ଦେବଗଡ଼ର ପୁରୁଣାଗଡ଼ରେ ସ୍କିଲ ଇଣ୍ଡିଆ ସେଣ୍ଟରର ଉଦଘାଟନ କରିବେ। ଏହାପରେ ଦେବଗଡ଼ର ତିଲେଇବଣିରେ କେନ୍ଦ୍ରୀୟ ଚଷା ସମାଜ ପକ୍ଷରୁ ଆୟୋଜିତ ଚଷା ସମାଜର ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଯୋଗଦେବେ।

ସେହିପରି ଦେବଗଡ଼ର ନିଳାବରେଣି ସାହିରେ ଆୟୋଜିତ ଅନ୍ୟଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ଅପରାହ୍ନ 3ଟାରେ ଜିଲ୍ଲା ନାଗରିକ କମିଟି ପକ୍ଷରୁ ଆୟୋଜିତ ଦେବଗଡ଼ ଜିଲ୍ଲା, ବର୍ତ୍ତମାନ ଓ ଭବିଷ୍ୟତ କାର୍ଯ୍ୟକ୍ରମରେ ଦେବଗଡ଼ କଲେଜରେ ଯୋଗଦେବେ। ସଂଧ୍ୟା 5ଟାରେ କୁଚିଣ୍ଡାର ଖଣ୍ଡାକୋଟାରେ  ବିରାଟ ଧନୁଯାତ୍ରା ଉତ୍ସବରେ ଯୋଗଦେବେ।

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Dharmendra will inaugurate the Skill India Center at purunagarh pin Deogarh | Argus News