Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କେନ୍ଦ୍ରୀୟ ଏଜେନ୍ସି ପଞ୍ଝାରେ ଧୀରଜଙ୍କ ସାମ୍ରାଜ୍ୟ

Odisha

କେନ୍ଦ୍ରୀୟ ଏଜେନ୍ସି ପଞ୍ଝାରେ ଧୀରଜଙ୍କ ସାମ୍ରାଜ୍ୟ

Ritu Das
Browse all articles by Ritu Das
·2 years ago
କେନ୍ଦ୍ରୀୟ ଏଜେନ୍ସି ପଞ୍ଝାରେ ଧୀରଜଙ୍କ ସାମ୍ରାଜ୍ୟ

ଅର୍ଗସ ବ୍ୟୁରୋ: ଆଇଟି ପରେ ଏବେ ଇଡିର ହେବ ଏଣ୍ଟ୍ରି। କେନ୍ଦ୍ରୀୟ ଏଜେନ୍ସି ପଞ୍ଝାରେ ଧୀରଜ ସାହୁଙ୍କ ସାମ୍ରାଜ୍ୟ। ମାଟି ଉପରୁ ବାହାରିଲା 3 ଶହରୁ ଉର୍ଦ୍ଧ୍ବ କୋଟିର ଟଙ୍କା। ମାଟି ତଳେ ରହିଛି ସାଂସଦ ଧୀରଜ ସାହୁଙ୍କ ଅମାପ ସମ୍ପତ୍ତି ଓ ମୂଲ୍ୟବାନ ଅଳଙ୍କାର। ଯାହାକୁ ନେଇ ଜାତୀୟ ଗଣମାଧ୍ୟମରେ ଜୋର ଧରିଛି ଚର୍ଚ୍ଚା। 

ଇନକମ ଟ୍ୟାକ୍ସ ଜିଓ ସର୍ଭିଲାନ୍ସ ଜରିଆରେ ସ୍କାନିଂ କରି ଏହି ବେଆଇନ ସମ୍ପତ୍ତିକୁ ପଦାକୁ ଆଣିପାରେ। ଏନେଇ ଇଡି ସହ ଆଇଟି ବିଭାଗ ଆଲୋଚନା କରିଥିବା ଚର୍ଚ୍ଚା। ସେପଟେ ଓଡ଼ିଶାର ଷଡ଼ଯନ୍ତ୍ର ପୂର୍ଣ୍ଣ ମଦନୀତି ଲାଭ ଖୋର ମଦ ବ୍ୟବସାୟୀଙ୍କୁ ସୁହାଉଛି। ଯାହାର ଫାଇଦା ଦଳୀୟ ପାଣ୍ଠି ଆକାରରେ ପାଉଛି ବିଜେଡି। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Dheeraj's Empire | Argus News