Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ବଡ଼ଦର୍ଲିପଡାରେ ଝାଡ଼ାବାନ୍ତି ଆକ୍ରାନ୍ତ: ୨ ମୃତ

Ritu Das
Browse all articles by Ritu Das
·1 year ago
ବଡ଼ଦର୍ଲିପଡାରେ ଝାଡ଼ାବାନ୍ତି ଆକ୍ରାନ୍ତ: ୨ ମୃତ

ଅର୍ଗସ ବ୍ୟୁରୋ: ନୂଆପଡା ଜିଲ୍ଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ ଦର୍ଲିପଡା ଗାଁରେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ଜଣ ଗୁରୁତର ହୋଇଛନ୍ତି। ଗୁରୁତର 3 ଜଣ ସିନାପାଲି ଏବଂ ନୂଆପଡା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। 

ଖବର ପାଇ ସିନାପାଲି ମେଡିକାଲ ଟିମ ଗାଁକୁ ପହଁଞ୍ଚି ସଚେତନତା କରିବା ସହ ଗାଁ ଲୋକଙ୍କୁ ଔଷଧ ଦେଇଛନ୍ତି ଏବଂ ପିଇବା ପାଣିକୁ ପରୀକ୍ଷା ପାଇଁ ନେଇଛନ୍ତି ମେଡିକାଲ ଟିମ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Diarrhea | Argus News