ଡାଇରିଆ ଆତଙ୍କ, ୨ ମୃତ , ୧୦ ଆକ୍ରାନ୍ତ
·1 year ago

ଅର୍ଗସ ବ୍ୟୁରୋ: ମାଲକାନଗିରି ମାଥିଲିରେ ଡାଇରିଆ ଆତଙ୍କ, ୨ ମୃତ , ୧୦ ଆକ୍ରାନ୍ତ । କର୍ତ୍ତନପାଲି ପଞ୍ଚାୟତର ବାରା ଗାଁରେ ୧୦ ଆକ୍ରାନ୍ତ ଚିହ୍ନଟ । ମୃତକ ଦୁହେଁ ହେଲେ କୁଟୁଣିପାଲି ପଞ୍ଚାତୟ ଅଧିନ ଅଟାଳଗୁଡା ଗାଁର ୨ ମହିଳା । ଚିକିତ୍ସାଧିନ ଅବସ୍ଥାରେ ମାଥିଲି ଓ କୋରାପୁଟରେ ୨ ଜଣଙ୍କ ମୃତ୍ୟୁ । ସମସ୍ତ ଆକ୍ରାନ୍ତଙ୍କୁ ମାଥିଲି ସବଡିଭିଜନ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଡାଇରିଆ ନିୟନ୍ତ୍ରଣ ପାଇଁ ଉଦ୍ୟମ କରୁଛି ସ୍ବାସ୍ଥ୍ୟ ବିଭାଗ।
ଅଧିକ ପଢନ୍ତୁ ଓଡିଶା ଖବର...
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: