Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୩ ଜଣଙ୍କ ଜୀବନ

Odisha

ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୩ ଜଣଙ୍କ ଜୀବନ

Banajyotshna Ray
Browse all articles by Banajyotshna Ray
·1 year ago
ଝାଡ଼ାବାନ୍ତି ଆତଙ୍କ, ଚାଲିଗଲା ୩ ଜଣଙ୍କ ଜୀବନ

ଅର୍ଗସ ବ୍ୟୁରୋ:  ଝାଡ଼ାବାନ୍ତିରେ ଚାଲିଗଲା ୩ ଜଣଙ୍କ ଜୀବନ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକରେ ଡାଇରିଆରେ ତିନି ଜଣଙ୍କ ମୃତ୍ୟୁ ହେଇଥିବା  ଅଭିଯୋଗ ହୋଇଛି । ନନ୍ଦାହାଣ୍ଡି ବ୍ଲକ ଝାଡ଼ବନ୍ଧଗୁଡା ପଞ୍ଚାୟତ ଦଣ୍ଡସେନାଗୁଡା ଗାଁରେ 4 ଦିନରେ 3 ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ଖବର ପାଇ ସ୍ବାସ୍ଥ୍ୟ ବିଭାଗ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରୁଛି । ଗାଁ ଲୋକେ ଗୁଣିଗାରେଡ଼ିରେ ବିଶ୍ବାସ କରୁଥିବା ଜଣାପଡ଼ିଛି । ଲୋକେ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ମେଡିକାଲ ପରିବର୍ତ୍ତେ ଗୁଣିଗାରେଡ଼ି ଉପରେ ବିଶ୍ବାସ କରୁଛନ୍ତି । ସେପଟେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ କହିଛନ୍ତି, ତିନି ଜଣଙ୍କ ମଧ୍ୟରୁ ଜଣଙ୍କର ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଦୁଇଜଣଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ବର୍ତ୍ତମାନ ଗାଁରେ 2 ଜଣ ଚିକିତ୍ସିତ ହେଉଛନ୍ତି l

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
diarrhea terror, 3 people lost their lives | Argus News