Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଝାଡ଼ାବାନ୍ତିରେ ୩୦ ରୁ ଉର୍ଦ୍ଦ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି

Rashmita Mishra
Browse all articles by Rashmita Mishra
·2 years ago
ଝାଡ଼ାବାନ୍ତିରେ ୩୦ ରୁ ଉର୍ଦ୍ଦ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି

ଅର୍ଗସ ବ୍ୟୁରୋ: ଝାଡ଼ାବାନ୍ତିରେ ୩୦ ରୁ ଉର୍ଦ୍ଦ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ।ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଖୁସାମାଲ ଗ୍ରାମର ପ୍ରାୟ ୩୦ ରୁ ଉର୍ଦ୍ଧ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ଏଥିରେ ୩ ବର୍ଷର ଶିଶୁ ଠୁ ଆରମ୍ଭ କରି ୬୦ ବର୍ଷ ର ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ଦେଖିବାକୁ ମିଳିଛି । ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଖୁସlମାଲ ଗାଁ ରେ କିଛି ଦିନ ତଳେ ଏକ ବାହାଘର ହୋଇଥିଲା ।  ଆଜି ସେହି ପରିବାର ଲୋକେ ଘରକୁ ଘର ଯାଇ ମିଠା ବାଣ୍ଟି ଥିଲେ । ସେହି ମିଠା ଖାଇବାରୁ ଝାଡ଼ା ବାନ୍ତିରେ ଆକ୍ରାନ୍ତ ହୋଇଥିବା ଡାକ୍ତର ଅନୁମାନ କରୁଛନ୍ତି । ବିଶେଷକରି ୨୦ ରୁ ୨୫ ଜଣ ଶିଶୁ ଆକ୍ରାନ୍ତ ହୋଇ  ଚିକିତ୍ସିତ ହେଉଛନ୍ତି । ତେବେ ପରିସ୍ଥିତି ନିୟନ୍ତ୍ରଣାଧୀନ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଆହୁରି ପଢନ୍ତୁ ଓଡିଶା ଖବର...

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
diarrhoea-30-people-were-admitted-to-the-hospital | Argus News